ଲ୍ୟାମ୍ପସ୍‌ ଭିତରୁ ୩ ଲକ୍ଷ ୯୭ ହଜାର ଟଙ୍କା ଲୁଟ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା କଳୁଙ୍ଗା ଲ୍ୟାମ୍ପସ୍‌ (ଲାର୍ଜ ଏରିଆ ମଲ୍‌ଟି ପର୍‌ପସ୍ ସୋସାଇଟିଜ୍‌)ରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଲ୍ୟାମ୍ପସ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ୯୭ ହଜାର ଆଠଶହ ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଲ୍ୟାମ୍ପସ୍‌ର ଦୁଇଜଣ କର୍ମଚାରୀ କ୍ୟାସ୍‌ ରୁମରୁ ଟଙ୍କା ନେଇ କ୍ୟାସ୍‌ କାଉଣ୍ଟରକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର […]

loot-i

loot-i

Tapaswini Nayak
  • Published: Friday, 28 June 2019
  • Updated: 28 June 2019, 03:18 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା କଳୁଙ୍ଗା ଲ୍ୟାମ୍ପସ୍‌ (ଲାର୍ଜ ଏରିଆ ମଲ୍‌ଟି ପର୍‌ପସ୍ ସୋସାଇଟିଜ୍‌)ରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଲ୍ୟାମ୍ପସ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ୯୭ ହଜାର ଆଠଶହ ଟଙ୍କା ଲୁଟି ନେଇଛନ୍ତି।

ଆଜି ଦିନ ପ୍ରାୟ ୧୧ଟା ବେଳେ ଲ୍ୟାମ୍ପସ୍‌ର ଦୁଇଜଣ କର୍ମଚାରୀ କ୍ୟାସ୍‌ ରୁମରୁ ଟଙ୍କା ନେଇ କ୍ୟାସ୍‌ କାଉଣ୍ଟରକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଟଙ୍କା ଛଡ଼ାଇ ନେଇଥିଲେ। ସେମାନେ ମୁହଁରେ କଳା କପଡ଼ା ବାନ୍ଧିଥିଲେ ଓ ଏକ ବ୍ଲୁ ରଙ୍ଗର ପଲ୍‌ସରରେ ଆସିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos