ବାଇକ୍‌ ରଖି ବାଟ ଓଗାଳିଲେ, ବନ୍ଧୁକ ଦେଖାଇ ୫ଲକ୍ଷ ଲୁଟିନେଲେ

ସାଲେପୁର(ଓଡ଼ିଶା ରିପୋର୍ଟର): ପ୍ରଥମେ ବାଇକ୍ ଆଗରେ ରଖି ଗାଡ଼ି ଅଟକାଇଲେ। ପରେ ମିକ୍ସଚର କମ୍ପାନୀ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଫିଲ୍ମ ଷ୍ଟାଇଲରେ ୫ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ। ଗତକାଲି ଏକ ଘରୋଇ ମିକ୍ସଚର କମ୍ପାନୀର ପିକଅପ୍‌ ଭ୍ୟାନ ବିଭିନ୍ନ ଦୋକାନରେ ମିକ୍ସଚର ଦେଇ ଟଙ୍କା କଲେକ୍ସନ କରି କେନ୍ଦ୍ରାପଡ଼ାରୁ ଫେରୁଥିଲା।  ଏହି ସମୟରେ ରାଣୀପଡା ଠାରେ ଏକ ବାଇକରେ ୩ଜଣ ଯୁବକ […]

loot

loot

Tapaswini Nayak
  • Published: Monday, 14 November 2022
  • Updated: 14 November 2022, 08:16 AM IST

Sports

Latest News

ସାଲେପୁର(ଓଡ଼ିଶା ରିପୋର୍ଟର): ପ୍ରଥମେ ବାଇକ୍ ଆଗରେ ରଖି ଗାଡ଼ି ଅଟକାଇଲେ। ପରେ ମିକ୍ସଚର କମ୍ପାନୀ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଫିଲ୍ମ ଷ୍ଟାଇଲରେ ୫ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ।

ଗତକାଲି ଏକ ଘରୋଇ ମିକ୍ସଚର କମ୍ପାନୀର ପିକଅପ୍‌ ଭ୍ୟାନ ବିଭିନ୍ନ ଦୋକାନରେ ମିକ୍ସଚର ଦେଇ ଟଙ୍କା କଲେକ୍ସନ କରି କେନ୍ଦ୍ରାପଡ଼ାରୁ ଫେରୁଥିଲା।  ଏହି ସମୟରେ ରାଣୀପଡା ଠାରେ ଏକ ବାଇକରେ ୩ଜଣ ଯୁବକ ଆସି ଗାଡ଼ି ଆଗରେ ବାଇକ ରଖି ଠିଆ ହୋଇଯାଇଥିଲେ।  ପରେ ପିକ୍‌ଅପ୍‌ ଭ୍ୟାନଟି କିଛି ଉପାୟ ନପାଇ ରାସ୍ତାରେ ଅଟକି ଯାଇଥିଲା। ପରେ ୩ଲୁଟେରା ମିକ୍ସଚର କମ୍ପାନୀ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ।  ମିକ୍ସଚର କମ୍ପାନୀ କର୍ମଚାରୀ ଭୟଭୀତ ହୋଇ କଲେକ୍ସନ କରିଥିବା ୫ଲକ୍ଷ ଟଙ୍କା  ଦେଇଥିଲେ।  ପରେ ଲୁଟେରା ବାଇକ୍ ନେଇ  ସେଠାରୁ ଚମ୍ପଟ ମାରିଥିଲେ। ମିକ୍ସଚର କମ୍ପାନୀ କର୍ମଚାରୀ ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି।  ପୁଲିସ ଘଟଣାର ତଦନ୍ତ କରୁଛି।

-loot-of-rs-5-lakh-in-cash-by-armed-men-on-national-highway

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story