ମାଟିତଳୁ ବାହାରିଲେ ଶିବ ଲିଙ୍ଗ ଓ ପାର୍ଶ୍ଵ ମୂର୍ତ୍ତି

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଅମାବାସ୍ୟା ରାତିରେ ମାଟି ଖୋଳିବା ବେଳେ ହଠାତ ଆବିର୍ଭାବ ହେଲେ ଶିବ ଶଙ୍କର ଓ ପାର୍ଶ୍ଵ ମୂର୍ତ୍ତି । ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଗୋରାମାଟି ଗାଁର ବଳଦିଆ ପଦାଠାରେ ଏହି ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି । ଆଉ ମାଟି ତଳୁ ମହାଦେବ ବାହାରିବା ପରେ ପୂଜାର୍ଚ୍ଚନା ପାଇଁ ଲୋକଙ୍କର ନଥିବା ଭିଡ ଲାଗି ରହିଛି । ତେବେ ଗତକାଲି  ଗୋରାମାଟି ଗାଁର ବଲଦିଆପଦା ପଡିଆରେ ଏକ ପାର୍କ ନିର୍ମାଣ […]

murthy

murthy

Tapaswini Nayak
  • Published: Sunday, 15 November 2020
  • Updated: 15 November 2020, 10:43 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ):  ଅମାବାସ୍ୟା ରାତିରେ ମାଟି ଖୋଳିବା ବେଳେ ହଠାତ ଆବିର୍ଭାବ ହେଲେ ଶିବ ଶଙ୍କର ଓ ପାର୍ଶ୍ଵ ମୂର୍ତ୍ତି । ଭଦ୍ରକ ବ୍ଲକ ଗୋରାମାଟି ପଞ୍ଚାୟତ ଗୋରାମାଟି ଗାଁର ବଳଦିଆ ପଦାଠାରେ ଏହି ଶିବ ଲିଙ୍ଗ ଆବିର୍ଭାବ ହୋଇଛନ୍ତି । ଆଉ ମାଟି ତଳୁ ମହାଦେବ ବାହାରିବା ପରେ ପୂଜାର୍ଚ୍ଚନା ପାଇଁ ଲୋକଙ୍କର ନଥିବା ଭିଡ ଲାଗି ରହିଛି ।

ତେବେ ଗତକାଲି  ଗୋରାମାଟି ଗାଁର ବଲଦିଆପଦା ପଡିଆରେ ଏକ ପାର୍କ ନିର୍ମାଣ ପାଇଁ ମାଟି ସମତୁଲ କରାଯାଉଥିଲା। ଏହି ସମୟରେ ରାତିରେ ଟ୍ରାକ୍ଟର ମୁନରେ ଏହି ପଥରେ ବାଜି ଥିଲ। ଟ୍ରାକ୍ଟର ମୁନ ଭାଙ୍ଗି ଯାଇଥିଲା।

ଏହାପରେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ତଳେ ପଥର ମୂର୍ତ୍ତି ଥିବା ଦେଥିବାକୁ ପାଇଥିଲେ। ପରେ ସେମାନେ ସରପଞ୍ଚ ଓ ଗାଁ ଲୋକଙ୍କୁ ଖବର ଦେବାରୁ ସମସ୍ତେ ଏକତ୍ରିତ ହୋଇ ଅଧିକ ଖୋଳାଖୋଳି କରିଥିଲେ। ପରେ ପାତାଳୀ ମୂର୍ତ୍ତି ଦେଖିବାକୁ ମିଳିଥିଲା । ଏବେ ଗାଁରେ ପୂଜା ପାଠ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story