ଏସଆଇଙ୍କୁ ପ୍ରେମ କରି ଧୋକା ଖାଇଲେ ଏସ୍‌ଆଇ: ଲଭ୍, ସେକ୍ସ ଧୋକାର ଆସିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାୟ ମାଗୁଛନ୍ତି ମହିଳା ଏସଆଇ। ଡିଜିପି  କ୍ୟାମ୍ପ ଅଫିସକୁ ଆସି ହେଲେ ଫେରାଦ। ଖଲିକୋଟ ଥାନାରେ ଥିବା ଏସଆଇ ସିଲୁଧଳ  ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ଆଉ   ପରେ ତାଙ୍କୁ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି। ମିଛିମିଛିକା ବିବାହ ହେଲେ। ହେଲେ ସତସତିକା ଧୋକା ଦେଇ ଥିବା ସେ  ଅଭିଯୋଗ କରିଛନ୍ତି । ଏନେଇ ମହିଳା ଏସଆଇ  ଜଣକ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୭ […]

6bnm

6bnm

Tapas Behera
  • Published: Monday, 24 August 2020
  • Updated: 24 August 2020, 04:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନ୍ୟାୟ ମାଗୁଛନ୍ତି ମହିଳା ଏସଆଇ। ଡିଜିପି  କ୍ୟାମ୍ପ ଅଫିସକୁ ଆସି ହେଲେ ଫେରାଦ। ଖଲିକୋଟ ଥାନାରେ ଥିବା ଏସଆଇ ସିଲୁଧଳ  ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ଆଉ   ପରେ ତାଙ୍କୁ ଧୋକା ଦେଇଥିବା ସେ ଅଭିଯୋଗ କରିଛନ୍ତି। ମିଛିମିଛିକା ବିବାହ ହେଲେ। ହେଲେ ସତସତିକା ଧୋକା ଦେଇ ଥିବା ସେ  ଅଭିଯୋଗ କରିଛନ୍ତି । ଏନେଇ ମହିଳା ଏସଆଇ  ଜଣକ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୭ ମସିହା ରେ ‌ଏସଆଇ  ସିଲୁ ଧଳଙ୍କ ସହିତ ବିଜୁପଟ୍ଟନାୟକ ପୁଲିସ ଟ୍ରେନିଂ ସ୍କୁଲରେ ଉଭୟ ପରିଚିତ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। କିନ୍ତୁ ସମ୍ପୃକ୍ତ ଏସଆଇ  ବଳପୂର୍ବକ ଶାରୀରିକ ସଂପର୍କ ରଖିବାରୁ ପୂର୍ବରୁ ମହିଳା ଏସଆଇ ଜଣକ ସରଙ୍ଗଗଡ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ବିବାହ କରିବା କହି ମାମଲାକୁ  ରଫାଦଫା କରିଦେଇଥିଲେ ଏସଆଇ ସିଲୁ। ୨୦୧୯   ଆଗୁଷ୍ଟ ମାସରେ ଏକ ମିଛିମିଚ୍ଛିକା ବିବାହ ମଧ୍ୟ କଲେ।  ।

ହେଲେ ଆଜିକୁ ୧୦ ମାସ ହେଲା ଆଉ ଧରା  ଛୁଆଁ ଦେଉନାହାନ୍ତି ଏସଆଇ ସିଲୁ । । ମୋ ଜୀବନ ସହ ଖେଳି ମୋତେ ଧୋକା ଦିଆଯାଇଥିବାରୁ ମତେ ନ୍ୟାୟ ଦିଆଯାଉ ବୋଲି ସମ୍ପୃକ୍ତ ମହିଳା ଏସ୍‌ଆଇ   ଦାବି କରିଛନ୍ତି। ପୁଲିସ ହୋଇ ମୋତେ ନ୍ୟାୟ ନମିଳିଲେ ଆମେ ଲୋକଙ୍କୁ କଣ ନ୍ୟାୟ ଦେବୁ ବୋଲି ସେ କହିଛନ୍ତି।  ସଂପୃକ୍ତ ଏସଆଇ ସିଲୁ ଧଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି   ମହିଳା ଏସଆଇଙ୍କ ଜଣକ ଡିଜିପିଙ୍କ କ୍ୟାମ୍ପ ଅଫିସ ରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story