ଫେସ୍‌ବୁକ୍‌ରେ ସମ୍ପର୍କ ରଖି ସେକ୍ସ, ଭିଡିଓ ସୁଟିଂ: ଥାନାରେ ଫେରାଦ ହେଲେ ଦୁଇ ଯୁବତୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଧୋକା ଦିଆ ପ୍ରେମିକର ଅଜବ କାରନାମା । ଫେସବୁକ୍‌ରେ ଯୁବତୀଙ୍କ ସହ ବନ୍ଧୁତା। ତା’ପରେ ଆତ୍ମୀୟତା।  ଆଉ ପରେ ଶାରିରୀକ ସଂପର୍କ ରଖିବା ସହ ଭିଡିଓ ସୁଟିଂ କରି ଭାଇରାଲ କରିଦେବାକୁ ଧମକ।  ରାଜଧାନୀର ଯୁବତୀଙ୍କୁ ଫସାଇ ପ୍ରତାରିତ କରୁଥିବା ଜଣେ ଯୁବକ ନାଁରେ ଥାନାରେ ଫେରାଦ ହୋଇଛନ୍ତି ଦୁଇ ଜଣ ଯୁବତୀ ।  ଘଟଣାଟି ଏମିତି। ପ୍ରେମର ସୌଦାଗର ସୌମ୍ୟରଂଜନର ଫେସ୍ ବୁକ୍‌ରେ ଫ୍ରେଣ୍ଡସିପ୍‌।  ପ୍ରେଣ୍ଡସିପ୍ କରିବା ପରେ ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇ […]

p-444

p-444

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 09:40 PM IST

Sports

Latest News

ଭୁବନେଶ୍ୱର: ଧୋକା ଦିଆ ପ୍ରେମିକର ଅଜବ କାରନାମା । ଫେସବୁକ୍‌ରେ ଯୁବତୀଙ୍କ ସହ ବନ୍ଧୁତା। ତା’ପରେ ଆତ୍ମୀୟତା।  ଆଉ ପରେ ଶାରିରୀକ ସଂପର୍କ ରଖିବା ସହ ଭିଡିଓ ସୁଟିଂ କରି ଭାଇରାଲ କରିଦେବାକୁ ଧମକ।  ରାଜଧାନୀର ଯୁବତୀଙ୍କୁ ଫସାଇ ପ୍ରତାରିତ କରୁଥିବା ଜଣେ ଯୁବକ ନାଁରେ ଥାନାରେ ଫେରାଦ ହୋଇଛନ୍ତି ଦୁଇ ଜଣ ଯୁବତୀ ।  ଘଟଣାଟି ଏମିତି। ପ୍ରେମର ସୌଦାଗର ସୌମ୍ୟରଂଜନର ଫେସ୍ ବୁକ୍‌ରେ ଫ୍ରେଣ୍ଡସିପ୍‌।  ପ୍ରେଣ୍ଡସିପ୍ କରିବା ପରେ ଯୁବତୀଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇ ନେବା ସହ ମୃଦୁ ପାନୀୟରେ ନିଶା ମିଶାଇ ଶାରିରୀକ ସମ୍ବନ୍ଧ ରଖୁଥିଲା ସୌମ୍ୟରଂଜନ ତା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୁଟ୍  କରୁଥିଲା । ଯୁବତୀଙ୍କ ମନରେ କୌଣସି କାରଣରୁ ସନ୍ଦେହ ହେଲେ ମନ୍ଦିରରେ ବିବାହ କରିବାକୁ ବି ପଛାଉ ନ ଥିଲା।

ତେବେ ଜଣେ ପ୍ରେମିକା ସୌମ୍ୟରଂଜନକୁ ଅନ୍ୟ ଜଣେ ଯୁବତୀ ସହ ଫେସ୍‌ବୁକ୍‌ରେ ଦେଖିବା ପରେ ସନ୍ଦେହ ହୋଇଥିଲା।  ଆଉ ତାପରେ ଜଣା ପଡିଯାଇଥିଲା ତାର ଚତୁରପଣିଆ। ଧୋକାଦିଆ ପ୍ରେମିକ ସୌମ୍ୟରଂଜନ  ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି।   ତେବେ କେବଳ ଏଇ ଦୁଇ ଯୁବତୀ ନୁହଁନ୍ତି । ଏମାନଙ୍କ ଭଳି ଅନେକ ଯୁବତୀ ଓ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ସେ ପ୍ରତାରିତ କରିଛି ।  ମୁହଁ ଖୋଲିଲେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ  ୱେବସାଇଟ୍‌ରେ ଛାଡି ଦେବା ଧମକ ଦେଇ ସମସ୍ତଙ୍କ ମୁହଁ ଚୁପ୍ କରିଦେଉଥିଲା ସୌମ୍ୟରଂଜନ।

ମାତ୍ର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗ ମିଳିବା ପରେ ପ୍ରତାରିତ ଯୁବତୀ ମୁହଁ ଖୋଲିବାକୁ ସାହସ ଜୁଟାଇଛନ୍ତି।  ଅଭିଯୋଗ ପାଇବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି। ସେପଟେ ପୋଲିସରେ ମାମଲା ସତ୍ତ୍ୱେ ସୌମ୍ୟରଂଜନ ଫୋନ୍‌ରେ  ଯୁବତୀଙ୍କୁ ଧମକ ଦେଉଥିବା ଅଭିଯୋଗ  ହୋଇଛି । ତେବେ ସେ କେବେ ପୋଲିସର ହାତ ଲାଗୁଛି ଓ ପ୍ରତାରିତ ଯୁବତୀଙ୍କୁ କି ନ୍ୟାୟ ମିଳୁଛି ତାହା ଦେଖିବା କଥା।

https://youtu.be/RtcIGyXxhJI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story