ଲଘୁଚାପ ବର୍ଷା ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ବାରିପଦା: ଲଘୁଚାପ ବର୍ଷାର ପ୍ରଭାବ ଶିମିଳିପାଳ ଅଭୟାରଣ୍ୟ ଉପରେ ପଡ଼ିଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜିଠାରୁ ଶିମିଳିପାଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ବର୍ଷା ଯୋଗୁଁ ଅଭୟାରଣ୍ୟର ଅଧିକାଂଶ ରାସ୍ତା କାଦୁଅ ହୋଇଯାଇଛି। ଏହା ସହିତ ପିଠାବଟା ଫାଟକ ରାସ୍ତା ବିପଦଶଙ୍କୁଳ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି। ଯେଉଁ ପର୍ଯ୍ୟଟକମାନେ ଶିମିଳିପାଳର ଜାମୁଆଣି ଓ କୁମାରିଠାରେ ଥିବା ଗେଷ୍ଟ୍ ହାଉସ୍‌ରେ ରହିବା ପାଇଁ ଅନ୍‌ଲାଇନ୍‌ରେ ବୁକିଂ କରିଛନ୍ତି ସେମାନେ ଯଶୀପୁରର […]

shimilipal

shimilipal

Rakesh Mallick
  • Published: Friday, 04 November 2016
  • Updated: 04 November 2016, 12:22 PM IST

ବାରିପଦା: ଲଘୁଚାପ ବର୍ଷାର ପ୍ରଭାବ ଶିମିଳିପାଳ ଅଭୟାରଣ୍ୟ ଉପରେ ପଡ଼ିଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜିଠାରୁ ଶିମିଳିପାଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ବର୍ଷା ଯୋଗୁଁ ଅଭୟାରଣ୍ୟର ଅଧିକାଂଶ ରାସ୍ତା କାଦୁଅ ହୋଇଯାଇଛି। ଏହା ସହିତ ପିଠାବଟା ଫାଟକ ରାସ୍ତା ବିପଦଶଙ୍କୁଳ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି।

ଯେଉଁ ପର୍ଯ୍ୟଟକମାନେ ଶିମିଳିପାଳର ଜାମୁଆଣି ଓ କୁମାରିଠାରେ ଥିବା ଗେଷ୍ଟ୍ ହାଉସ୍‌ରେ ରହିବା ପାଇଁ ଅନ୍‌ଲାଇନ୍‌ରେ ବୁକିଂ କରିଛନ୍ତି ସେମାନେ ଯଶୀପୁରର କାଳିଆମି ଗେଟ୍ ଦେଇ ଯାଇପାରିବେ ବୋଲି ଅଭୟାରଣ୍ୟର ଉପନିର୍ଦ୍ଦେଶକ କହିଛନ୍ତି।

ଗତ ଜୁନ୍ ୧୬ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବା ଶିମିଳିପାଳ ନଭେମ୍ବର ୧ ତାରିଖରେ ଖୋଲିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story