ଏଲ୍‌ପିଜି ବଟଲିଂ ପ୍ଲାଣ୍ଟରୁ ୧୪ଟି ଜିଲ୍ଲାକୁ ହେବ ବିତରଣ

ବଲାଙ୍ଗିର (ମନରଞ୍ଜନ ଯୋଶୀ): ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ ହେବା ପରେ ବରକାନି ବିପିସିଏଲ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଦକ୍ଷିଣ ଓ ପଶ୍ଚିମ […]

88899

88899

Tapaswini Nayak
  • Published: Friday, 27 December 2019
  • Updated: 27 December 2019, 05:35 PM IST

Sports

Latest News

ବଲାଙ୍ଗିର (ମନରଞ୍ଜନ ଯୋଶୀ): ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ ହେବା ପରେ ବରକାନି ବିପିସିଏଲ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାକୁ ଏଲ୍‌ପିଜି ସିଲିଣ୍ଡର ବିତରଣ କରିବ।

ଆଜି ସକାଳେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବରକାନି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିବାର ଥିଲା। କିନ୍ତୁ ଖରାପ ପାଗ ଯୋଗୁ ତାଙ୍କର ବଲାଙ୍ଗିର ଗସ୍ତ ବାତିଲ ହୋଇଥିଲା। ସେ ଦିଲ୍ଲୀରୁ ରାୟପୁର ଯାଏ ଆସିଥିଲେ। କିନ୍ତୁ ପାଗ ଏତେ ଖରାପ ଥିଲା ଯେ, ରାୟପୁରରୁ ବଲାଙ୍ଗିର ଆସି ପାରି ନଥିଲେ। ସେଠାରୁ ସେ ଭଏସ୍ ମେସେଜରେ ବାର୍ତ୍ତା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story