ଓଲଟିଲା ଏଲ୍‌ପିଜି ଗ୍ୟାସ ଟ୍ୟାଙ୍କର

ଯାଜପୁର (ଗୋଲାମ ଗସ୍‌): ଯାଜପୁର ଜିଲ୍ଲା କଢ଼େଇ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଭୋରରୁ ଏକ ଏଲ୍‌ପିଜି ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରୁ ଗ୍ୟାସ୍‌ ଲିକ୍ କରୁଛି। ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଟାଙ୍କି ଉପରେ ପାଣି ଛିଞ୍ଚନ କରୁଛନ୍ତି। ଟ୍ୟାଙ୍କର ଓଲଟି ପଡ଼ିଥିବା ରାସ୍ତାକୁ ପୁଲିସ୍ ସିଲ୍‌ କରି ଦେଇଥିବା ବେଳେ ଅନ୍ୟ ରାସ୍ତା ଦେଇ ଗାଡ଼ି ଚଳାଚଳ କରୁଛି। ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଥିବା […]

tanker-2--1

tanker-2--1

Tapaswini Nayak
  • Published: Saturday, 11 January 2020
  • Updated: 11 January 2020, 11:59 AM IST

Sports

Latest News

ଯାଜପୁର (ଗୋଲାମ ଗସ୍‌): ଯାଜପୁର ଜିଲ୍ଲା କଢ଼େଇ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆଜି ଭୋରରୁ ଏକ ଏଲ୍‌ପିଜି ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରୁ ଗ୍ୟାସ୍‌ ଲିକ୍ କରୁଛି। ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଟାଙ୍କି ଉପରେ ପାଣି ଛିଞ୍ଚନ କରୁଛନ୍ତି। ଟ୍ୟାଙ୍କର ଓଲଟି ପଡ଼ିଥିବା ରାସ୍ତାକୁ ପୁଲିସ୍ ସିଲ୍‌ କରି ଦେଇଥିବା ବେଳେ ଅନ୍ୟ ରାସ୍ତା ଦେଇ ଗାଡ଼ି ଚଳାଚଳ କରୁଛି।

ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେଉଥିବା ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍‌କୁ ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।  ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story