ହୁସିଆର! ରୋଷେଇ ବନ୍ଦ କର

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ପୋଖରୀ ବନ୍ଧ ଛକରେ ଆଜି ଏକ ଏଲ୍‌ପିଜି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ଗ୍ୟାସ୍‌ ଲିକ୍‌ ହେଉଛି। ସତର୍କତାମୂଳକ ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗ ପରାମର୍ଶ ଦେଇଛି। ନିଆଁ ଲାଗି ଅଘଟଣ ଘଟିବା ଆଶଙ୍କା କରି ରାୟଗଡ଼ା-ଭବାନୀପାଟଣା ରୁଟ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏପରିକି ଚା’ ଦୋକାନ ଓ ହୋଟେଲ ଗୁଡିକରେ ରୋଷେଇ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ୟାସ ଲିକ୍‌ ରୋକିବା ପାଇଁ ଅଗ୍ନିଶମ […]

gas tanker accident in kalahandi

gas tanker accident in kalahandi

Rakesh Mallick
  • Published: Friday, 16 March 2018
  • Updated: 16 March 2018, 08:42 PM IST

Sports

Latest News

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ପୋଖରୀ ବନ୍ଧ ଛକରେ ଆଜି ଏକ ଏଲ୍‌ପିଜି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ଗ୍ୟାସ୍‌ ଲିକ୍‌ ହେଉଛି। ସତର୍କତାମୂଳକ ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗ ପରାମର୍ଶ ଦେଇଛି। ନିଆଁ ଲାଗି ଅଘଟଣ ଘଟିବା ଆଶଙ୍କା କରି ରାୟଗଡ଼ା-ଭବାନୀପାଟଣା ରୁଟ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏପରିକି ଚା’ ଦୋକାନ ଓ ହୋଟେଲ ଗୁଡିକରେ ରୋଷେଇ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ୟାସ ଲିକ୍‌ ରୋକିବା ପାଇଁ ଅଗ୍ନିଶମ ବିଭାଗ ଫେଲ୍‌ ମାରିବା ପରେ ବିକାଶଖାପାଟଣାରୁ ଏକ ଟିମ୍‌ ଆସୁଛି। ଆଜି ରାତି କିମ୍ୱା ଆସନ୍ତାକାଲି ସକାଳେ ଟିମ୍‌ ପହଞ୍ଚି ପାରେ। ଅନ୍ୟପକ୍ଷରେ ଏହି ଖବର ପ୍ରକାଶ ପାଇବା ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story