ଲୁଟେରାକୁ ଧରିବାକୁ ଯାଇ ଟ୍ରେନରୁ ପଡ଼ି ଆରପିଏଫ୍‌ ଏଏସଆଇଙ୍କ ଦୁଇ ଗୋଡ଼ କଟିଲା

ଭୁବନେଶ୍ୱର: ପ୍ରଶାନ୍ତି ଏକ୍ସପ୍ରେସରେ ଲୁଟେରାକୁ ଧରିବାକୁ ଯାଇ ଟ୍ରେନରୁ ପଡ଼ି ଆରପିଏଫ୍‌ ଏଏସଆଇ ଗୁରୁତର ହୋଇଛନ୍ତି। ତାଙ୍କର ଦୁଇଟି ଗୋଡ କଟିଯାଇଛି।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ କିଶୋର ବେହେରା। ଗତକାଲି କିଶୋର ପ୍ରଶାନ୍ତି ଏକ୍ସପ୍ରେସ୍‌ରେ ଡ୍ୟୁଟି କରୁଥିବା ସମୟରେ ଜଣେ ବ୍ୟକ୍ତି ଉପରେ ସନ୍ଦେହ କରିଥିଲେ। ବ୍ୟକ୍ତି ଜଣଙ୍କ ପେସାଦାର ଲୁଟେରା ଜାଣିବା ପରେ ସେ ତାକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ  ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। […]

bhu

bhu

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 09:27 AM IST

Sports

Latest News

ଭୁବନେଶ୍ୱର: ପ୍ରଶାନ୍ତି ଏକ୍ସପ୍ରେସରେ ଲୁଟେରାକୁ ଧରିବାକୁ ଯାଇ ଟ୍ରେନରୁ ପଡ଼ି ଆରପିଏଫ୍‌ ଏଏସଆଇ ଗୁରୁତର ହୋଇଛନ୍ତି। ତାଙ୍କର ଦୁଇଟି ଗୋଡ କଟିଯାଇଛି।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ କିଶୋର ବେହେରା।

ଗତକାଲି କିଶୋର ପ୍ରଶାନ୍ତି ଏକ୍ସପ୍ରେସ୍‌ରେ ଡ୍ୟୁଟି କରୁଥିବା ସମୟରେ ଜଣେ ବ୍ୟକ୍ତି ଉପରେ ସନ୍ଦେହ କରିଥିଲେ। ବ୍ୟକ୍ତି ଜଣଙ୍କ ପେସାଦାର ଲୁଟେରା ଜାଣିବା ପରେ ସେ ତାକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ  ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଲୁଟେରା ଜଣଙ୍କୁ ଏଏସଆଇଙ୍କୁ ଟ୍ରେନରୁ ଠେଲି ଦେଇଥିଲା। ଫଳରେ ତାଙ୍କର ଗୋଡ଼ କଟିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story