ରାଜଧାନୀରେ  ମା' ମଙ୍ଗଳାଙ୍କ ପୂଜା

ଭୁବନେଶ୍ୱର:(ସୁଜାତା ସାବତ ପାଢୀ) କି ଗାଁ କି ସହର ।  ସବୁଠି ଚାଲିଛି ମା’ ଆଦିଶକ୍ତିଙ୍କ ପୂଜା । ଏଥିରୁ ବାଦ୍ ପଡିନି ଆମ ରାଜଧାନୀ ଭୁବନେଶ୍ଵର । ସ୍ମାର୍ଟ ସହର ରେ ବିଭିନ୍ନ ସାହି ଓ କଲୋନୀରେ ଚାଲିଛି  ମା’ ମଙ୍ଗଳାଙ୍କ ପୂଜା । ଏନେଇ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଶଙ୍କ, ହୁଳହୁଳି ଭଜନ କୀର୍ତ୍ତନରେ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଚୈତ୍ର ମାସରେ ପଡୁଥିବା ମଙ୍ଗଳବାର ଗୁଡିକର ବିଶେଷ ମହତ୍ତ୍ଵ […]

sir-2

sir-2

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 10:25 PM IST

Sports

Latest News

ଭୁବନେଶ୍ୱର:(ସୁଜାତା ସାବତ ପାଢୀ) କି ଗାଁ କି ସହର ।  ସବୁଠି ଚାଲିଛି ମା’ ଆଦିଶକ୍ତିଙ୍କ ପୂଜା । ଏଥିରୁ ବାଦ୍ ପଡିନି ଆମ ରାଜଧାନୀ ଭୁବନେଶ୍ଵର । ସ୍ମାର୍ଟ ସହର ରେ ବିଭିନ୍ନ ସାହି ଓ କଲୋନୀରେ ଚାଲିଛି  ମା' ମଙ୍ଗଳାଙ୍କ ପୂଜା । ଏନେଇ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଶଙ୍କ, ହୁଳହୁଳି ଭଜନ କୀର୍ତ୍ତନରେ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଚୈତ୍ର ମାସରେ ପଡୁଥିବା ମଙ୍ଗଳବାର ଗୁଡିକର ବିଶେଷ ମହତ୍ତ୍ଵ ରହିଛି । ଚୈତ୍ର ମାସର ଉଦୁଉଦିଆ ଖରାରେ  ପଣା ପିଇବା ପାଇଁ ମା’ ନଗର ଭ୍ରମଣରେ ଆସନ୍ତି  ।

ଭକ୍ତମାନେ ବାଟରେ ମା’ଙ୍କର ଉଦ୍ଦେଶ୍ୟରେ ପଣା ସମର୍ପଣ କରି ଅଧିଆ ପଡନ୍ତି। ମଙ୍ଗଳମୟୀ ମା’ ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥାଆନ୍ତୁ ବୋଲି ଆଶିଷ  ଭିକ୍ଷା କରନ୍ତି । ବାଙ୍କିରେ ଚର୍ଚ୍ଚିକା , ଯାଜପୁରର ବିରଜା,  କାକଟପୁର ମଙ୍ଗଳା, ସମ୍ବଲପୁରରେ ସମଲେଇ ଏମିତି  ଭିନ୍ନ ଭିନ୍ନ ସ୍ଥାନରେ  ବିଭିନ୍ନ ନାମରେ ମା’ଙ୍କର ପୂଜା ହେଉଛି । ହେଲେ ଚୈତ୍ର ମାସରେ ମା’ଙ୍କର ନଗର ଭ୍ରମଣ ଓ ପଣା ବଣ୍ଟନ ଅତ୍ୟନ୍ତ ନିଆରା । କ୍ଷୀର, କଦଳୀ, ସାକର, ନଡିଆ, କୋରାଖଇ,ସାତ ରକମର ଫଳରେ ପଣା ପ୍ରସ୍ତୁତି ହୁଏ । ସାଙ୍ଗକୁ  ଦହି ପଣା ମଜା । ଲେମ୍ବୁ ପତ୍ର, ଆମ୍ବ ଅଦା ଓ କଞ୍ଚା ଲଙ୍କା ମିଶ୍ରଣରେ  ପ୍ରସ୍ତୁତ ଦହି ପାଣି ପିଇବା ସାଙ୍ଗକୁ ଆସର ଜମେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story