ଭୁବନେଶ୍ୱର: ମଦ ପିଇ ଗାଡ଼ି ଚଲାଇଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର: ମଦ ପିଇ ଗାଡ଼ି ଚଳାଉଥିବା ଲୋକ ସାବଧାନ। ଧରାପଡ଼ିଲେ ଏଣିକି ଜରିମାନା ସାଙ୍ଗକୁ ରଦ୍ଦ ହେବ ଲାଇସେନ୍ସ। ଏନେଇ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି ଅବକାରୀ, ପୋଲିସ ଓ ପରିବହନ ବିଭାଗ। ଅର୍ବାନ୍ ପୋଲିସ ଆକ୍ଟ ଅନୁସାରେ ମଦ ପିଇ ଗାଡ଼ି ଚଳାଉଥିବା ଲୋକ ଧରାପଡିଲେ ଏବେ ୫ଶହ ଟଙ୍କା ଜରିମାନା ଦେଉଛନ୍ତି। ତେବେ ଆଗକୁ ଜରିମାନା ସହ ତିନି ମାସ ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ ହେବ। ଏନେଇ ପରିବହନ ବିଭାଗକୁ […]

traffic

traffic

Rakesh Mallick
  • Published: Friday, 20 November 2015
  • Updated: 20 November 2015, 02:32 PM IST

Sports

Latest News

ଭୁବନେଶ୍ୱର: ମଦ ପିଇ ଗାଡ଼ି ଚଳାଉଥିବା ଲୋକ ସାବଧାନ। ଧରାପଡ଼ିଲେ ଏଣିକି ଜରିମାନା ସାଙ୍ଗକୁ ରଦ୍ଦ ହେବ ଲାଇସେନ୍ସ। ଏନେଇ ମିଳିତ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି ଅବକାରୀ, ପୋଲିସ ଓ ପରିବହନ ବିଭାଗ। ଅର୍ବାନ୍ ପୋଲିସ ଆକ୍ଟ ଅନୁସାରେ ମଦ ପିଇ ଗାଡ଼ି ଚଳାଉଥିବା ଲୋକ ଧରାପଡିଲେ ଏବେ ୫ଶହ ଟଙ୍କା ଜରିମାନା ଦେଉଛନ୍ତି। ତେବେ ଆଗକୁ ଜରିମାନା ସହ ତିନି ମାସ ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ ହେବ। ଏନେଇ ପରିବହନ ବିଭାଗକୁ ପତ୍ର ଲେଖିବ କମିଶନରେଟ୍ ପୋଲିସ। ସେପଟେ ମଦ୍ୟପକୁ ଧରିବା ଲାଗି ଏଣିକି ପରିବହନ ଓ ପୋଲିସ ମିଳିତ ଯାଞ୍ଚ କରିବେ।

ସେହିପରି ରାଜଧାନୀର ବାରଗୁଡ଼ିକରେ ଯୁବତୀଙ୍କ ବେଆଇନ୍ ନୃତ୍ୟ ପରିବେଷଣକୁ ନେଇ ମଧ୍ୟ ଆଜି ବସିଥିବା ପୋଲିସ୍ ଓ ଅବକାରୀ ବିଭାଗ ବୈଠକରେ ଆଲୋଚନା କରାଯାଇଛି। ରାଜ୍ୟ ଅବକାରୀ ଆଇନ ଅନୁଯାୟୀ ବାର୍ରେ ମହିଳାଙ୍କୁ ନିୟୋଜିତ କରାଯାଇ ପାରିବ ନାହିଁ ସେନେଇ ଦ୍ୱନ୍ଦ୍ୱ ରହିଛି। ତେଣୁ ପୋଲିସ ଓ ଅବକାରୀ ବିଭାଗ ଏନେଇ ଆଇନ ବିଭାଗର ପରାମର୍ଶ ଲୋଡ଼ିବେ ବୋଲି କହିଛନ୍ତି ପୋଲିସ୍ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story