ମାହାଙ୍ଗା ବିଧାୟକ ପାଣ୍ଠି ଆତ୍ମସାତ ମାମଲା: ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

କଟକ: ମାହାଙ୍ଗା ବିଧାୟକ ହାତପାଣ୍ଠି ଆତ୍ମସାତ ମାମଲାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପିକେ ରାଉତଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ସେହିପରି ସରକାରୀ ଯନ୍ତ୍ରୀ ଓ ବିଡିଓଙ୍କୁ କାରଣ ଦର୍ଶାଅ  ନୋଟିସ୍  ଜାରି କରାଯାଇଛି।

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଲ୍ୟାଡ ଫଣ୍ଡରୁ ୫୦ ହଜାର ଟଙ୍କା ହରିଲୁଟ୍ ଅଭିଯୋଗ ହୋଇଥିଲା। ଇଟାମୁଣ୍ଡିଳି ଗାଁରେ ଥିବା ବଣୁଆ ମହାପୁରୁଷ ମଣ୍ଡପ ପୁନରୁଦ୍ଧାର ଲାଗି ବିଧାୟକଙ୍କ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ମଣ୍ଡପ ନିର୍ମାଣ କରା ନ ଯାଇ ଜାଲ ଫଟୋ ବଳରେ ମିଛ ବିଲ୍ କରି ଏହି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ରାଜ୍ୟରେ ଆଜି ରେକର୍ଡ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’

ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ନକ୍ସଲଙ୍କୁ ଅପିଲ୍‌ କଲେ ଡିଜି ଅଭୟ

ବୀରମିତ୍ରପୁର ପୌରାଞ୍ଚଳର ୧୧ଟି ୱାର୍ଡ ଶଟ୍‌ଡାଉନ୍‌

ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କୁ ସମାଲୋଚନା କରି ବନ୍ଧାହେଲେ ଯୁବକ

ଜଣେ ଦାନ୍ତ ଡାକ୍ତରଙ୍କ ସମେତ ଭୁବନେଶ୍ୱରରେ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଟିକସ ଛାଡ଼ ପାଇଁ ରାଜ୍ୟ ସରକାରଙ୍କୁ ନିରଞ୍ଜନଙ୍କ ଅପିଲ୍‌

ଝିଅକୁ ପ୍ରେମ କରି ବାପା ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ