ମାହାଙ୍ଗା ବିଧାୟକ ପାଣ୍ଠି ଆତ୍ମସାତ ମାମଲା: ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

କଟକ: ମାହାଙ୍ଗା ବିଧାୟକ ହାତପାଣ୍ଠି ଆତ୍ମସାତ ମାମଲାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପିକେ ରାଉତଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ସେହିପରି ସରକାରୀ ଯନ୍ତ୍ରୀ ଓ ବିଡିଓଙ୍କୁ କାରଣ ଦର୍ଶାଅ  ନୋଟିସ୍  ଜାରି କରାଯାଇଛି। ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଲ୍ୟାଡ ଫଣ୍ଡରୁ ୫୦ ହଜାର ଟଙ୍କା ହରିଲୁଟ୍ ଅଭିଯୋଗ ହୋଇଥିଲା। ଇଟାମୁଣ୍ଡିଳି ଗାଁରେ ଥିବା ବଣୁଆ ମହାପୁରୁଷ ମଣ୍ଡପ ପୁନରୁଦ୍ଧାର ଲାଗି ବିଧାୟକଙ୍କ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ମଣ୍ଡପ ନିର୍ମାଣ କରା […]

mahaga

mahaga

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 10:08 AM IST

କଟକ: ମାହାଙ୍ଗା ବିଧାୟକ ହାତପାଣ୍ଠି ଆତ୍ମସାତ ମାମଲାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପିକେ ରାଉତଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ସେହିପରି ସରକାରୀ ଯନ୍ତ୍ରୀ ଓ ବିଡିଓଙ୍କୁ କାରଣ ଦର୍ଶାଅ  ନୋଟିସ୍  ଜାରି କରାଯାଇଛି।

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଲ୍ୟାଡ ଫଣ୍ଡରୁ ୫୦ ହଜାର ଟଙ୍କା ହରିଲୁଟ୍ ଅଭିଯୋଗ ହୋଇଥିଲା। ଇଟାମୁଣ୍ଡିଳି ଗାଁରେ ଥିବା ବଣୁଆ ମହାପୁରୁଷ ମଣ୍ଡପ ପୁନରୁଦ୍ଧାର ଲାଗି ବିଧାୟକଙ୍କ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ମଣ୍ଡପ ନିର୍ମାଣ କରା ନ ଯାଇ ଜାଲ ଫଟୋ ବଳରେ ମିଛ ବିଲ୍ କରି ଏହି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story