ମହାନଦୀରେ ଛତିଶଗଡ଼ର ପ୍ରକଳ୍ପନ ନିର୍ମାଣକୁ ବିରୋଧ କରି ବିଜେଡିର କଳସ ଶୋଭାଯାତ୍ରା

କଟକ/ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ବିଜୁ ଜନତା ଦଳ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ଦଳର ମହିଳା ସଦସ୍ୟ ଓ ସମର୍ଥକମାନେ କଟକର ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ଭୁବନେଶ୍ୱର ଅଭିମୁଖେ କଳସ ଯାତ୍ରାରେ ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂଜୀବ ବାଲିୟାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବିଜେପି ରାଜ୍ୟ ସଭାପତିଙ୍କ କୁଶପୁତ୍ତଳିକାରେ ପାଣି ଢାଳି ଥିଲେ। କଟକ […]

bjd-kalasa

bjd-kalasa

Rakesh Mallick
  • Published: Friday, 29 July 2016
  • Updated: 29 July 2016, 12:30 PM IST

Sports

Latest News

କଟକ/ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ବିଜୁ ଜନତା ଦଳ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ଦଳର ମହିଳା ସଦସ୍ୟ ଓ ସମର୍ଥକମାନେ କଟକର ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ଭୁବନେଶ୍ୱର ଅଭିମୁଖେ କଳସ ଯାତ୍ରାରେ ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂଜୀବ ବାଲିୟାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବିଜେପି ରାଜ୍ୟ ସଭାପତିଙ୍କ କୁଶପୁତ୍ତଳିକାରେ ପାଣି ଢାଳି ଥିଲେ।

କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ କହିଛନ୍ତି,“ମହାନଦୀ ହେଉଛି ଓଡ଼ିଶାବାସୀଙ୍କ ଜୀବନଧାରା। ଛତିଶଗଡ଼ ସରକାର ଅବିଚାର ଭାବେ ଏହା ଉପରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏହାଫଳରେ ହୀରାକୁଦରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା ସହିତ ତଳମୁଣ୍ଡରେ ଲୋକେ ପାଣି ପାଇଁ ହଇରାଣ ହେବେ। ଓଡ଼ିଶା ପ୍ରତି ଏଭଳି ଅନ୍ୟାୟ କରାଯାଉଥିବା ବେଳେ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ ମୁହଁ ଖୋଲୁ ନାହାନ୍ତି। ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଏକାଠି କରିବା ପାଇଁ ଓ ଛତିଶଗଡ଼ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଆଜି ଏହି ଅଭିନବ କଳସ ଯାତ୍ରାର ଆୟୋଜନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story