ମହାନଦୀ ଜଳ ବିବାଦ: ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ୩୦ ଅକ୍ଟୋବରରୁ ଦୁଇ ନଭେମ୍ବର ମଧ୍ୟରେ ଛତିଶଗଡ଼ ଯିବ ଓଡ଼ିଶା ଟିମ୍। ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ଆସିବ ଛତିଶଗଡ଼ ଟିମ୍। ଆଜି ଏହି ସୂଚନା ଦେଇଛନ୍ତି ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା। ଏହି ମାମଲା ନେଇ ଡିସେମ୍ବର ୨ ତାରିଖ ସୁଦ୍ଧା […]

mahanaddi-tribunal-asks-odisha-and-chhattisgarh-to-sort-out-matters-between-them

Tapaswini Nayak
  • Published: Saturday, 28 September 2019
  • Updated: 28 September 2019, 02:37 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା-ଛତିଶଗଡ଼ ଜଳ ବିବାଦ ନେଇ ମହାନଦୀ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହୋଇଛି। ଏଥିରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଦୁଇ ରାଜ୍ୟ ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ୩୦ ଅକ୍ଟୋବରରୁ ଦୁଇ ନଭେମ୍ବର ମଧ୍ୟରେ ଛତିଶଗଡ଼ ଯିବ ଓଡ଼ିଶା ଟିମ୍। ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶା ଆସିବ ଛତିଶଗଡ଼ ଟିମ୍। ଆଜି ଏହି ସୂଚନା ଦେଇଛନ୍ତି ଓଡ଼ିଶା ଆଡଭୋକେଟ ଜେନେରାଲ ଅଶୋକ ପରିଜା।

ଏହି ମାମଲା ନେଇ ଡିସେମ୍ବର ୨ ତାରିଖ ସୁଦ୍ଧା ‘ଆସେସର’ ନିଯୁକ୍ତି ହେବେ। ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story