ମହାନଦୀ ଉପର ମୁଣ୍ଡରେ ନିର୍ମାଣ ପ୍ରସଙ୍ଗ: ୨୫ରେ ଛତିଶଗଡ଼ ଯିବ ଓଡ଼ିଶାର ଏକ ଟିମ୍

ଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ପକ୍ଷରୁ ମହାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜ୍ ସ୍ଥଳ ଗସ୍ତ କରିବ ଓଡ଼ିଶାର ଏକ ଦୁଇ ଜଣିଆ ଟିମ୍। ଜୁଲାଇ ୨୫ ତାରିଖରେ ଏହି ଟିମ୍ ପ୍ରକଳ୍ପ ନିର୍ମାଣ ସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବ। ଛତିଶଗଡ଼ର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆଜି ଏ ସୂଚନା ଦେଇଛନ୍ତି ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଲ୍ଲଭ ମହାପାତ୍ର। ଛତିଶଗଡ଼ ଯିବାକୁ ଥିବା ଦୁଇ […]

Mahanadi_River

Mahanadi_River

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 09:04 PM IST

Sports

Latest News

ଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ପକ୍ଷରୁ ମହାନଦୀ ଉପରେ ନିର୍ମାଣ ହୋଇଥିବା ବ୍ୟାରେଜ୍ ସ୍ଥଳ ଗସ୍ତ କରିବ ଓଡ଼ିଶାର ଏକ ଦୁଇ ଜଣିଆ ଟିମ୍। ଜୁଲାଇ ୨୫ ତାରିଖରେ ଏହି ଟିମ୍ ପ୍ରକଳ୍ପ ନିର୍ମାଣ ସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବ। ଛତିଶଗଡ଼ର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆଜି ଏ ସୂଚନା ଦେଇଛନ୍ତି ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଲ୍ଲଭ ମହାପାତ୍ର।

ଛତିଶଗଡ଼ ଯିବାକୁ ଥିବା ଦୁଇ ଜଣିଆ ଟିମ୍‌ରେ ଅଛନ୍ତି ହୀରାକୁଦ ସର୍କଲର ନିର୍ବାହୀ ଯନ୍ତ୍ରୀ ଓ ଡ୍ୟାମ୍ ନିରାପତ୍ତା ନିର୍ଦ୍ଦେଶକ।

ଅନ୍ୟପକ୍ଷରେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟରେ ହେବାକୁ ଥିବା ବୈଠକକୁ ଘୁଞ୍ଚାଇ ଦିଆଯାଇଛି। ଏହି ବୈଠକ ଅଗଷ୍ଟ ୧୫ ତାରିଖ ପରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story