ମହାନଦୀରେ ବୁଡି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ସମ୍ୱଲପୁର: ଆଜି ମହାନଦୀର ବୁର୍ଲା ସାଇଫନ୍‌ରେ ବୁଡ଼ି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ଭିଏସ୍‌ଏସ୍‌ୟୁଟି ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରିକାଲ ବିଭାଗର ପ୍ରଥମ ବର୍ଷର ଛାତ୍ର ଅମରନାଥ ମଲ୍ଲିକ। ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର। ଆଜି ଅମରନାଥଙ୍କ ସମେତ ୪ ଜଣ ସାଙ୍ଗ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଉଥିବା ବେଳେ ସେ ବୁଡି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

sambalpur

sambalpur

Rakesh Mallick
  • Published: Monday, 06 February 2017
  • Updated: 06 February 2017, 05:07 PM IST

Sports

Latest News

ସମ୍ୱଲପୁର: ଆଜି ମହାନଦୀର ବୁର୍ଲା ସାଇଫନ୍‌ରେ ବୁଡ଼ି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ଭିଏସ୍‌ଏସ୍‌ୟୁଟି ଇଞ୍ଜିନିୟରିଂ କଲେଜର ଇଲେକ୍ଟ୍ରିକାଲ ବିଭାଗର ପ୍ରଥମ ବର୍ଷର ଛାତ୍ର ଅମରନାଥ ମଲ୍ଲିକ। ତାଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର।

ଆଜି ଅମରନାଥଙ୍କ ସମେତ ୪ ଜଣ ସାଙ୍ଗ ଗାଧୋଇବା ପାଇଁ ମହାନଦୀକୁ ଯାଇଥିଲେ। ଗାଧୋଉଥିବା ବେଳେ ସେ ବୁଡି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos