ମୋହର ମାରିଲା କ୍ୟାବିନେଟ୍‌: ଗଠନ ହେବ ମହାନଦୀ ଟ୍ରିବ୍ୟୁନାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍‌ରେ ମୋହର ଲାଗିଛି। ଯାହାକୁ ନେଇ ରାଜ୍ୟ ସରକାର, କେନ୍ଦ୍ର ନିକଟରେ ଦାବି ରଖି ଆସୁଥିଲେ। ତେବେ ଟ୍ରିବ୍ୟୁନାଲ ଗଠନ ହେବା ଦ୍ୱାରା ଓଡ଼ିଶାର ସ୍ୱାର୍ଥସାଧନ ହେବ ତ? କାରଣ ଟ୍ରିବ୍ୟୁନାଲର ବିଚାର, ଏକ ସମୟ ସାପେକ୍ଷ ପ୍ରକ୍ରିୟା। ସେପଟେ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ମଧ୍ୟ ଛତିଶଗଡ଼ ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପ ଉପରେ କଟକଣା ଲଗାଇ […]

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳବଣ୍ଟନ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍‌ରେ ମୋହର ଲାଗିଛି। ଯାହାକୁ ନେଇ ରାଜ୍ୟ ସରକାର, କେନ୍ଦ୍ର ନିକଟରେ ଦାବି ରଖି ଆସୁଥିଲେ। ତେବେ ଟ୍ରିବ୍ୟୁନାଲ ଗଠନ ହେବା ଦ୍ୱାରା ଓଡ଼ିଶାର ସ୍ୱାର୍ଥସାଧନ ହେବ ତ? କାରଣ ଟ୍ରିବ୍ୟୁନାଲର ବିଚାର, ଏକ ସମୟ ସାପେକ୍ଷ ପ୍ରକ୍ରିୟା। ସେପଟେ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ମଧ୍ୟ ଛତିଶଗଡ଼ ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପ ଉପରେ କଟକଣା ଲଗାଇ ନାହିଁ। ତେଣୁ ଟ୍ରିବ୍ୟୁନାଲରୁ ତ୍ୱରିତ ନ୍ୟାୟ ମିଳିବା ସମ୍ଭାବନା କମ୍। ତେବେ ଟ୍ରିବ୍ୟୁନାଲର ରାୟ ଆସିବା ପର୍ଯ୍ୟନ୍ତ ଛତିଶଗଡ଼ କାମ ବନ୍ଦ ରଖୁ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ। ପିସିସି ସଭାପତି ମଧ୍ୟ ଛତିଶଗଡ଼ କାମ ବନ୍ଦ ରଖୁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତିକୁ ବିଜେପି ସ୍ୱାଗତ କରିଥିଲେ ମଧ୍ୟ ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ଅନୁଯାୟୀ, ୪ଟି ମୁଖ୍ୟ ଦିଗରୁ ମହାନଦୀ ଅବବାହିକାରେ ପ୍ରବାହିତ ଜଳର ବଣ୍ଟନ ଲାଗି ନିଷ୍ପତ୍ତି ନେବେ ଟ୍ରିବ୍ୟୁନାଲ୍। ମହାନଦୀ ଅବବାହିକାରେ କେତେ ଜଳ ଉପଲବ୍ଧ ହେଉଛି, ପ୍ରବାହିତ ଜଳ ମଧ୍ୟରୁ କେଉଁ ରାଜ୍ୟର ଅବଦାନ କେତେ? ରାଜ୍ୟମାନେ ସେମାନଙ୍କ ଜଳ ସମ୍ପଦର କିଭଳି ବିନିଯୋଗ କରୁଛନ୍ତି ଓ ଭବିଷ୍ୟତରେ ଜଳ ବିନିଯୋଗ ଲାଗି କ’ଣ ଯୋଜନା ରହିଛି। ତେବେ ରାୟ ଆସିବା ବେଳକୁ ଓଡ଼ିଶାର କେତେ କ୍ଷତି ହେବ ଆକଳନ କରିବା ମୁସ୍କିଲ। କାରଣ ଟ୍ରିବ୍ୟୁନାଲ ଏହାର ରିପୋର୍ଟ ପ୍ରଦାନ ଲାଗି ଅତି କମ୍‌ରେ ୩ ବର୍ଷ ଆବଶ୍ୟକ। ହେଲେ ଆହୁରି ଅଧିକ ସମୟ ନେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story