ମହାନଦୀ ଜଳ ବିବାଦ: ଅଣ୍ଟା ଭିଡିଲେ ଉଭୟ ରାଜ୍ୟର ପ୍ରତିନିଧି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ବସିଥିବା ପ୍ରଶାସନିକ ବୈଠକ ବିଫଳ ହେବା ପରେ ଅଣ୍ଟା ଭିଡ଼ିଛନ୍ତି ଛତିଶଗଡ଼ ଓ ଓଡିଶାର ବିଭିନ୍ନ ପ୍ରତିନିଧି ଦଳ। ଏ ନେଇ ଆଜି ଭୁବନେଶ୍ୱର ପାନ୍ଥ ନିବାସରେ ଚାଲିଛି ଏକ ମିଳିତ ଗୋଲଟେବୁଲ୍‌ ବୈଠକ। ଓଡ଼ିଶା ନଦୀ ସୁରକ୍ଷା ସାମୁଖ୍ୟ ଓ ଆଗାମୀ ଓଡ଼ିଶା ପକ୍ଷରୁ ଆୟୋଜିତ ବୈଠକରେ ଛତିଶଗଡ଼ ଓ ଓଡ଼ିଶାର ବହୁ ସାମାଜସେବୀ, ଜଳ ଅଧିକାର କର୍ମୀ, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି, […]

mahanadi

mahanadi

Rakesh Mallick
  • Published: Monday, 19 September 2016
  • Updated: 19 September 2016, 02:05 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ବସିଥିବା ପ୍ରଶାସନିକ ବୈଠକ ବିଫଳ ହେବା ପରେ ଅଣ୍ଟା ଭିଡ଼ିଛନ୍ତି ଛତିଶଗଡ଼ ଓ ଓଡିଶାର ବିଭିନ୍ନ ପ୍ରତିନିଧି ଦଳ। ଏ ନେଇ ଆଜି ଭୁବନେଶ୍ୱର ପାନ୍ଥ ନିବାସରେ ଚାଲିଛି ଏକ ମିଳିତ ଗୋଲଟେବୁଲ୍‌ ବୈଠକ। ଓଡ଼ିଶା ନଦୀ ସୁରକ୍ଷା ସାମୁଖ୍ୟ ଓ ଆଗାମୀ ଓଡ଼ିଶା ପକ୍ଷରୁ ଆୟୋଜିତ ବୈଠକରେ ଛତିଶଗଡ଼ ଓ ଓଡ଼ିଶାର ବହୁ ସାମାଜସେବୀ, ଜଳ ଅଧିକାର କର୍ମୀ, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି, ଅବସରପ୍ରାପ୍ତ ଯନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ।

ନଦୀ ସୁରକ୍ଷା ସମିତିର ଆବାହକ ତପନ ପାଢ଼ୀ କହିଛନ୍ତି, “ଓଡ଼ିଶା ଓ ଛତିଶଗଡ଼ର ଲୋକେ ଭିନ୍ନ ନୁହନ୍ତି। ସେମାନଙ୍କର ସାଂସ୍କୃତିକ, ଐତିହାସିକ ପୃଷ୍ଠଭୂମି ରହିଛି। ଆଜିର ବୈଠକରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ପ୍ରତିନିଧିମାନେ ଯୋଗଦେଇ ମହାନଦୀ ଉପରେ ଚିନ୍ତା ପ୍ରକଟ କରୁଛନ୍ତି।  ଏହି ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ,  ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଆଗାମୀ ଦିନରେ ମହାନଦୀ ଯାତ୍ରା କିପରି କରାଯିବ ତାହା ଉପରେ ରୂପରେଖ ପ୍ରସ୍ତୁତି କରାଯାଇଛି।”

ସମାଜସେବୀ ସୁଦର୍ଶନ ଦାଶ କହିଛନ୍ତି, “ଆଜି ବସିଥିବା ବୈଠକରେ  ଛତିଶଗଡ଼ର ବୁଦ୍ଧିଜୀବୀ, ଚାଷୀ ଆନ୍ଦୋଳନର ନେତା ଓଡ଼ିଶାର ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଛନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ ମହାନଦୀ ଆମକୁ ଭାଗଭାଗ କଲେ ମଧ୍ୟ ମହାନଦୀ ଆମର ସମ୍ପର୍କକୁ ଯୋଡିଛି। ସେହି ଦୃଷ୍ଟିରୁ ଏହି ମହାନଦୀକୁ ବଞ୍ଚାଇ ରଖିବା ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ଲୋକଙ୍କ ଦାୟିତ୍ୱ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story