ମାହାଙ୍ଗା ଗଣହତ୍ୟା ମାମଲା: ଆଜି ସରିବ ଶିବର ରିମାଣ୍ଡ ଅବଧି

ସାଲେପୁର(ଓଡ଼ିଶା ରିପୋର୍ଟର): ଆଜି ସରୁଛି ମାହାଙ୍ଗା ଗଣହତ୍ୟାର ଅଭିଯୁକ୍ତ ଶିବ ସାହୁର ରିମାଣ୍ଡ। ଶିବର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟରେ ହାଜର କରିବ ପୁଲିସ। କୁହାଯାଉଛି ଆଉ କିଛି ଦିନ ପାଇଁ ଶିବକୁ  ରିମାଣ୍ଡରେ ଆଣିବା ପାଇଁ ମାହାଙ୍ଗା ପୁଲିସ ଆବେଦନ କରିପାରେ। ଗତକାଲି ଘଣ୍ଟାଏ କାଳ କ୍ରାଇମ୍  ସିନ୍ ରିକ୍ରିଏସନ୍ ବେଳେ ଲୁହାର ଏକ ମାରଣାସ୍ତ୍ରକୁ ଜବତ କରିଛି ପୁଲିସ। ପୂର୍ବରୁ ହତ୍ୟାରେ ବ୍ୟବହୃତ  କଟୁରୀ ଓ ଶିବର ମୋବାଇଲ […]

siba-sahoo

siba-sahoo

Tapaswini Nayak
  • Published: Saturday, 16 April 2022
  • Updated: 16 April 2022, 07:58 AM IST

Sports

Latest News

ସାଲେପୁର(ଓଡ଼ିଶା ରିପୋର୍ଟର): ଆଜି ସରୁଛି ମାହାଙ୍ଗା ଗଣହତ୍ୟାର ଅଭିଯୁକ୍ତ ଶିବ ସାହୁର ରିମାଣ୍ଡ। ଶିବର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟରେ ହାଜର କରିବ ପୁଲିସ। କୁହାଯାଉଛି ଆଉ କିଛି ଦିନ ପାଇଁ ଶିବକୁ  ରିମାଣ୍ଡରେ ଆଣିବା ପାଇଁ ମାହାଙ୍ଗା ପୁଲିସ ଆବେଦନ କରିପାରେ।

ଗତକାଲି ଘଣ୍ଟାଏ କାଳ କ୍ରାଇମ୍  ସିନ୍ ରିକ୍ରିଏସନ୍ ବେଳେ ଲୁହାର ଏକ ମାରଣାସ୍ତ୍ରକୁ ଜବତ କରିଛି ପୁଲିସ। ପୂର୍ବରୁ ହତ୍ୟାରେ ବ୍ୟବହୃତ  କଟୁରୀ ଓ ଶିବର ମୋବାଇଲ ଫୋନକୁ ପୁଲିସ ସିଜ୍ କରିଥିଲା। ତେବେ ଛୋଟିଆ କୋଠରୀରେ ଏତେ ବଡ଼ କାଣ୍ଡ ଘଟୁଥିଲେ ବି ପଡ଼ୋଶୀ କାନକୁ କେମିତି ଶୁଭିଲାନି ? ଘଟଣାଦିନ ଅନ୍ୟ ଏକ ଘରେ ଥିବା ଶିବର ପତ୍ନୀ ସବୁ ଜାଣୁଥିଲେ ବି କାହିଁକି କାହାକୁ ଡାକିଲେନି ? ହତ୍ୟା ପୂର୍ବରୁ ୫ ଜଣଙ୍କୁ କୌଣସି ନିଶାଦ୍ରବ୍ୟ ଦେଇଥିଲା କି ଶିବ ? ଏଭଳି ପ୍ରଶ୍ନର ଉତ୍ତର କିନ୍ତୁ ଏଯାଏଁ ହାତେଇନଥିବା ପୁଲିସ କହିଛି। ଅଭିଯୁକ୍ତର କଲ୍ ରେକର୍ଡ ମଗାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ଅଭିଯୁକ୍ତ ପତ୍ନୀର ସଂପୃକ୍ତି ଅଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।

ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା। ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story