ମହାରାଷ୍ଟ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଆଉ ଏକ ଓଡ଼ିଶା ଭବନ ପାଇଁ ଜମି ଦିଅ

ଭୁବନେଶ୍ୱର: ମୁମ୍ବାଇରେ ଆଉ ଏକ ଓଡ଼ିଶା ଭବନ ଖୋଲିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରଘର ଓ ପାନଭେଲ ଅଞ୍ଚଳରେ ଏକ ଏକର ଜମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ମୁମ୍ବାଇକୁ ଯାଉଥିବା ଛାତ୍ର ଓ କ୍ୟାନସର ରୋଗୀଙ୍କୁ ଏହିଠାରେ ସବୁ ସୁବିଧା ଯୋଗାଇ ଦେବାକୁ ସେ ଚିଠିରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ନାଭି ମୁମ୍ବାଇରେ ରାଜ୍ୟର ଏକ ଓଡ଼ିଶା ଭବନ ରହିଛି।

cm2

cm2

Rakesh Mallick
  • Published: Tuesday, 02 February 2016
  • Updated: 02 February 2016, 05:53 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story