ପଦ୍ମ ଧରିଲେ ଅଭିନେତ୍ରୀ ମହାଶ୍ୱେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତାରୁ ରାଜନେତା ହେବା ଟ୍ରେଣ୍ଡରେ ଆଜି ଯୋଡ଼ି ହୋଇଛି ଆଉ ଏକ ନାଁ। ପଦ୍ମ ଧରି ରାଜନୀତିରେ ପାଦ ଥାପିଛନ୍ତି ବରିଷ୍ଠ ସିନେ ଅଭିନେତ୍ରୀ ମହାଶ୍ୱେତା ରାୟ। ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି ମହାଶ୍ୱେତା। ବିଜେପିରେ ଯୋଗଦେଉ ଦେଉ ଆଦର୍ଶକୁ ନେଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ମହାଶ୍ୱେତା ରାୟ କହିଛନ୍ତି-“ନବୀନ ବାବୁଙ୍କର ଆଦର୍ଶ କ’ଣ ମୁଁ ଜାଣିନି। […]

mahaswata join in bjp

mahaswata join in bjp

Rakesh Mallick
  • Published: Monday, 12 February 2018
  • Updated: 12 February 2018, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତାରୁ ରାଜନେତା ହେବା ଟ୍ରେଣ୍ଡରେ ଆଜି ଯୋଡ଼ି ହୋଇଛି ଆଉ ଏକ ନାଁ। ପଦ୍ମ ଧରି ରାଜନୀତିରେ ପାଦ ଥାପିଛନ୍ତି ବରିଷ୍ଠ ସିନେ ଅଭିନେତ୍ରୀ ମହାଶ୍ୱେତା ରାୟ। ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି ମହାଶ୍ୱେତା। ବିଜେପିରେ ଯୋଗଦେଉ ଦେଉ ଆଦର୍ଶକୁ ନେଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।

ମହାଶ୍ୱେତା ରାୟ କହିଛନ୍ତି-“ନବୀନ ବାବୁଙ୍କର ଆଦର୍ଶ କ’ଣ ମୁଁ ଜାଣିନି। ସେନେଇ ମୁଁ କିଛି କହିପାରିବିନି। ଦୀର୍ଘ ୧୭ ବର୍ଷ ଭିତରେ ନବୀନ ବାବୁ ନାରୀଙ୍କୁ ସମ୍ମାନ ଦେବା ଦେଖିପାରିଲି ନାହିଁ।”

ଏହାର ଜବାବ ରଖିଛି ବିଜେଡି। ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି-“ଗତ ନିର୍ବାଚନରେ ମହାଶ୍ୱେତା ବିଜେଡି ପାଇଁ ପ୍ରଚାର କରିଥିଲେ। ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କେଉଁ ଆଦର୍ଶ ଟାଣି ଆଣିଥିଲା ମୁଁ କହିପାରିବି ନାହିଁ। ବୋଧହୁ ତାଙ୍କର ସେତେବେଳେ ମନେ ପଡ଼ିନଥିଲା, ଏବେ ମନେ ପଡ଼ିଲା।”

କ୍ରାଉଡ ପୁଲିଂ ପାଇଁ କଳାକାରଙ୍କୁ ଅସ୍ତ୍ର କରିବାର ଏହି ଦକ୍ଷିଣୀ ଧାରା ଓଡ଼ିଶାରେ ପ୍ରବଳ ଦେଖିବାରେ ମିଳିଛି। ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ, ମୁନ୍ନା ଖାନ୍, କୁନା ତ୍ରିପାଠୀ, ଆକାଶ ଦାସ ନାୟକ ଓ ପପୁ ପମ୍‌ପମ୍‌ଙ୍କୁ  ନେଇ ବିଜେଡି ତାର ଷ୍ଟାର ପାଓ୍ୱାର ବଢ଼ାଇଥିବା ବେଳେ କଂଗ୍ରେସରେ ଅଛନ୍ତି ବିଜୟ ମହାନ୍ତି ଓ ଅପରାଜିତ। ଏପଟେ ବିଜେପି କ୍ୟାମ୍ପରେ ପୂର୍ବରୁ ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ହରିହର ମହାପାତ୍ରଙ୍କ ପରେ ମିହିର ଦାସ ଓ ଅନୁ ଚୌଧୁରୀଙ୍କ ନାଁ ବି ଯୋଡ଼ି ହୋଇଯାଇଛି। ଆଜି ପଦ୍ମ ଧରିଲେ ମହାଶ୍ୱେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story