ମହିଳା କମିଶନଙ୍କ ନିକଟରେ ହାଜର ହେଲେ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା, ଆସିଲେନି ବନ୍ଦନା ଅଗ୍ରୱାଲ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା ଦାସ୍ ଆଜି ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ। ନୋଟିସ୍ ପାଇ ଇନ୍ଦୁଲତା ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିବା ବେଳେ ବନ୍ଦନା ଅଗ୍ରୱାଲ୍ କିନ୍ତୁ ଆସିନଥିଲେ। ପାରିବାରିକ ବିବାଦ ମାମଲାରେ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା ଓ ପ୍ରଶାସିକା ବନ୍ଦନା ଅଗ୍ରୱାଲଙ୍କୁ ମହିଳା କମିଶନ ଶୁକ୍ରବାର ହାଜର ହେବାକୁ ନୋଟିସ୍ ଜାରି କରିଥିଲେ। ଆଗକୁ ତାରା ଦତ୍ତ ଏବଂ ବନ୍ଦନାଙ୍କୁ ପୁଣି ନୋଟିସ୍ ଜାରି […]

mahila

mahila

Rakesh Mallick
  • Published: Friday, 30 October 2015
  • Updated: 30 October 2015, 02:03 PM IST

Sports

Latest News

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା ଦାସ୍ ଆଜି ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ। ନୋଟିସ୍ ପାଇ ଇନ୍ଦୁଲତା ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିବା ବେଳେ ବନ୍ଦନା ଅଗ୍ରୱାଲ୍ କିନ୍ତୁ ଆସିନଥିଲେ। ପାରିବାରିକ ବିବାଦ ମାମଲାରେ ତାରା ଦତ୍ତଙ୍କ ପତ୍ନୀ ଇନ୍ଦୁଲତା ଓ ପ୍ରଶାସିକା ବନ୍ଦନା ଅଗ୍ରୱାଲଙ୍କୁ ମହିଳା କମିଶନ ଶୁକ୍ରବାର ହାଜର ହେବାକୁ ନୋଟିସ୍ ଜାରି କରିଥିଲେ।
ଆଗକୁ ତାରା ଦତ୍ତ ଏବଂ ବନ୍ଦନାଙ୍କୁ ପୁଣି ନୋଟିସ୍ ଜାରି କରାଯିବା ନେଇ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ସୂଚନା ଦେଇଛନ୍ତି।
ଇନ୍ଦୁଲତାଙ୍କ କହିଛନ୍ତି ଯେ ବାରମ୍ୱାର ନୋଟିସ ସତ୍ତ୍ୱେ ତାରା ଦତ୍ତ ମହିଳା କମିଶନଙ୍କ ନିକଟରେ ହାଜର ହେଉ ନାହାନ୍ତି। ଅଯଥା ସମୟ ଗଡ଼ା ଯାଉଛି। ସେ ବାରମ୍ବାର ଆସୁଥିବା ଯୋଗୁଁ ତାଙ୍କୁ ଖରାପ ଲାଗୁଛି। ଏହା ଦ୍ୱାରା ତାଙ୍କର ସମୟ ମଧ୍ୟ ନଷ୍ଟ ହେଉଛି।

ଅନ୍ୟପକ୍ଷରେ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି ଆଇନ ଅନୁସାରେ ଯାହା ପଦକ୍ଷେପ ନିଆଯିବା କଥା ତାହା ନିଆଯାଉଛି।

ସୂଚନାଯୋଗ୍ୟ, ଆଇଇଏସ୍ ବନ୍ଦନା ଅଗ୍ରୱାଲଙ୍କ ସହିତ ତାଙ୍କ ସ୍ୱାମୀ ତାରା ଦତ୍ତଙ୍କର ସମ୍ପର୍କ ଅଛି ବୋଲି ଇନ୍ଦୁଲତା ଅଭିଯୋଗ କରିଛନ୍ତି। ଆଉ ସେଥିପାଇଁ ତାରା ଦତ୍ତ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଇନ୍ଦୁଲତା ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବନ୍ଦନାଙ୍କ ସହ ସମ୍ପର୍କ ଅଭିଯୋଗକୁ ତାରା ଦତ୍ତ ପୂର୍ବରୁ ଖଣ୍ଡନ କରିସାରିଛନ୍ତି। ବିଭିନ୍ନ ଗଣମାଧ୍ୟମକୁ ୪ ପୃଷ୍ଠାର ଚିଠି ଲେଖି ତାରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁଡିକୁ ଖଣ୍ଡନ କରିଛନ୍ତି। ତେବେ ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ସେ ଅଧିକ ସମୟ ମାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story