ସିୱେଜ ସିପିଂ ଜିଏମ୍‌ ହତ୍ୟା ମାମଲା: ମହିମାଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ପୂର୍ବରୁ ମହିମାଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଥିଲା। ପରେ ଓଡ଼ିଶାର ୬ ଜଣିଆ ପୋଲିସ୍‌ ଟିମ୍‌ ଥାଇଲାଣ୍ଡ ଯାଇ ମହିମା […]

mahima

mahima

Rakesh Mallick
  • Published: Monday, 06 February 2017
  • Updated: 06 February 2017, 10:11 PM IST

Sports

Latest News

ଭୁବନେଶ୍ୱର: ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ପୂର୍ବରୁ ମହିମାଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଥିଲା। ପରେ ଓଡ଼ିଶାର ୬ ଜଣିଆ ପୋଲିସ୍‌ ଟିମ୍‌ ଥାଇଲାଣ୍ଡ ଯାଇ ମହିମା ଓ ବସନ୍ତକୁ ଓଡ଼ିଶା ଆଣିଥିଲେ।

ମହିମା ଓ ବସନ୍ତ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କିଛି ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ନେଇ ପର୍ଯ୍ୟଟକ ଭିସାରେ ନେପାଳ ଦେଇ ବ୍ୟାଙ୍କକ ଚାଲି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story