ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ୨ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ଦୁଇ ଜଣ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ସେମାନେ ହେଲେ ନେପାଳର ବନକଟି ଅଞ୍ଚଳର ଜୁବୁରି ପର୍ସୀ ଓ ସୁରି ମୋରିଆ। ସେମାନେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ମୃତ ଦୁଇ ଜଣ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ତାଙ୍କ ସହ ଆସିଥିବା ଯାତ୍ରୀମାନେ କହିଛନ୍ତି। ଅସୁସ୍ଥ ଥିବା ଆଉ ଦୁଇ ପର୍ଯ୍ୟଟକ ସୁରି କେୱାଜ ଓ ମାୟାବତୀ ବର୍ମାଙ୍କୁ କଲେରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ୍‌ […]

dead

dead

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 03:23 PM IST

Sports

Latest News

puriପୁରୀ: ପୁରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ଦୁଇ ଜଣ ମହିଳା ପର୍ଯ୍ୟଟକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ସେମାନେ ହେଲେ ନେପାଳର ବନକଟି ଅଞ୍ଚଳର ଜୁବୁରି ପର୍ସୀ ଓ ସୁରି ମୋରିଆ। ସେମାନେ ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ।

ମୃତ ଦୁଇ ଜଣ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ତାଙ୍କ ସହ ଆସିଥିବା ଯାତ୍ରୀମାନେ କହିଛନ୍ତି। ଅସୁସ୍ଥ ଥିବା ଆଉ ଦୁଇ ପର୍ଯ୍ୟଟକ ସୁରି କେୱାଜ ଓ ମାୟାବତୀ ବର୍ମାଙ୍କୁ କଲେରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି  ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos