ମାଲେସିଆରେ ଗିରଫ ଓଡ଼ିଆ ଯୁବକଙ୍କ ଉଦ୍ଧାର ଲାଗି ଭାରତୀୟ ହାଇ କମିଶନରଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ମାଲେସିଆରେ ଗରିଫ ହୋଇଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ମାଲେସିଆରେ ଅବସ୍ଥାପିତ ଥିବା ଭାରତୀୟ ହାଇ କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ମାଲେସିଆରେ ଗିରଫ ହୋଇଥିବା ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନାଗପଡା ଗ୍ରାମର ଅଜୟ କୁମାର ବେହେରା (୪୨)। ଅଜୟ ପରିବାର ଏକମାତ୍ର ରୋଜଗାରିଆ ପୁଅ। ଗିରଫଦାରୀ ପରେ ପରିବାର କେମିତି ଚଳିବ ସେ ନେଇ ପରିବାରବର୍ଗ […]

Baijayant Panda, MP

Baijayant Panda, MP

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 04:54 PM IST

Sports

Latest News

ଭୁବନେଶ୍ୱର: ମାଲେସିଆରେ ଗରିଫ ହୋଇଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ମାଲେସିଆରେ ଅବସ୍ଥାପିତ ଥିବା ଭାରତୀୟ ହାଇ କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ମାଲେସିଆରେ ଗିରଫ ହୋଇଥିବା ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନାଗପଡା ଗ୍ରାମର ଅଜୟ କୁମାର ବେହେରା (୪୨)। ଅଜୟ ପରିବାର ଏକମାତ୍ର ରୋଜଗାରିଆ ପୁଅ। ଗିରଫଦାରୀ ପରେ ପରିବାର କେମିତି ଚଳିବ ସେ ନେଇ ପରିବାରବର୍ଗ ଏବେ ଚିନ୍ତାରେ ପଡିଛନ୍ତି। ଏହାସହ ତାଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବାରୁ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଂସଦ ଶ୍ରୀ ପଣ୍ଡା ହାଇକମିସନଙ୍କୁ ଅନୁରୋଧ କରିଛନ୍ତି।

ମେଲିସିଆର ଏକ ହୋଟେଲରେ କାମ କରିବାକୁ ସେ ଯାଇଥିଲେ। ସେଠାରେ ତାଙ୍କୁ ଚୁକ୍ତି ମୁତାବକ କାମ ନ ମିଳିବାରୁ ନିଜ ଚେଷ୍ଠାରେ ଅନ୍ୟ ଏକ ହୋଟେଲରେ କାମ କରୁଥିଲେ। ଅଜୟଙ୍କ ସ୍ତ୍ରୀ ଓ ତାଙ୍କ ମା’ ସାଂସଦ ଶ୍ରୀ ପଣ୍ଡାଙ୍କୁ ଭେଟି କମ୍ପାନୀ ବଦଳାଇ ଦେଇଥିବାରୁ ମିଥ୍ୟା ଅଭିଯୋଗରେ ପୂର୍ବରୁ ସେ କାମ କରୁଥିବା ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ମାଲେସିଆ ପୋଲିସ ଦ୍ୱାରା ଗିରଫ କରାଇ ଦେଇଛନ୍ତି ବୋଲି ସାଂସଦ ଶ୍ରୀ ପଣ୍ଡାଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story