ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନେଲା ଆଉ ୩ ଶିଶୁଙ୍କ ଜୀବନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସର ପ୍ରକୋପ କମିବାର ନାଁ  ନେଉ ନାହିଁ। ଗତକାଲି ରାତିରେ ଏହି ରୋଗୀରେ ପୀଡ଼ିତ ଆଉ ୩ ଶିଶୁଙ୍କର ମୃତ୍ୟୁ ଘଟିଛି। ଫଳରେ ୨୦ ଦିନ ମଧ୍ୟରେ ମୃତ୍ୟୁସଂଖ୍ୟା ୧୯ରେ ପହଞ୍ଚିଛି।

ଏବେ ବି ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଅସ୍ୱାସ୍ଥ୍ୟକର ପରିବେଶ ଓ ମଶା କାମୁଡାରୁ ଏହି ରୋଗ ହୋଇଥାଏ।

 ଜିଲ୍ଲା ପ୍ରଶାସନ ପକ୍ଷରୁ ସଫେଇ ଓ ମାଶ ନିୟନ୍ତ୍ରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।

ଆହୁରି ପଢ଼ନ୍ତୁ

ହୋଟେଲ୍‌ ଦେଖି ଅଟକିଗଲେ ଆମ୍ୱୁଲାନ୍ସ କର୍ମଚାରୀ! ମଉଳି ଗଲା କଅଁଳ କଢ଼ି

ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଆରୋଗ୍ୟ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ କେତେ ପଢ଼ନ୍ତୁ

ସକ୍ରିୟ କରୋନା ରୋଗୀ: ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ସୁସ୍ଥ ହାର ବି ଚିନ୍ତାଜନକ

କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦ ଲୋକାଲ୍‌ କେସ୍‌

ଖେଳୁଥିଲେ ଭାଇ ଭଉଣୀ, ହଠାତ୍ ପୋଖରୀରେ ବୁଡି ଚାଲିଗଲେ

ଡକ୍ୟୁମେଣ୍ଟ ମାଗି ରଖିଲାନି ପୁଲିସ, କୋରିଅରରେ ପଠାଇଲା ଓଟିଭି

ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ସବୁ ଥାଇ ନିଶ୍ୱ ସେ , ପାଣି ପାଇପ୍‌ ଭିତରେ କଟୁଛି ଜୀବନ

ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ

ଗିରଫ ଦୁଇଜଣଙ୍କର ଭୁଲ କ’ଣ : ବୈଜୟନ୍ତ

A, B ଓ C ବର୍ଗରେ ବିଭକ୍ତ ହେଲା ଦୋକାନ, ଗାଇଡଲାଇନ୍ ଜାରି