ବିଚ୍ଛିନ୍ନାଞ୍ଚଳ ପାଇଁ ବୋଟ୍‌ ଆମ୍ୱୁଲାନ୍ସ; ବଦଳିବ ଚିତ୍ରକୋଣ୍ଡାର ସ୍ୱାସ୍ଥ୍ୟସେବା ଚିତ୍ର

ମାଲକାନଗିରି: ମୋଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା। ଗମନାଗମନ ପାଇଁ ରାସ୍ତା ନଥିବାରୁ ପାଣି ଭିତରେ ଚାଲିଲା ବୋଟ୍‌ ଆମ୍ୱୁଲାନ୍ସ। ଏଣିକି ପ୍ରତିଦିନ ଏହି ବୋଟ୍‌ ଆମ୍ୱୁଲାନ୍ସ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ। ୭୦ ଲକ୍ଷ ଟଙ୍କାର ଏହି ଆମ୍ୱୁଲାନ୍ସ ଜରିଆରେ ଉପକୃତ ହେବେ ପ୍ରାୟ ୩୦ ହଜାର ଲୋକ। ଜଳବନ୍ଦୀ ଜୀବନ ଯନ୍ତ୍ରଣା ଭିତରେ ଆଶ୍ୱସ୍ତିକର ଖବର। ଆମ୍ଭ ହେଲା ସ୍ୱାସ୍ଥ୍ୟ ସେବା। ଜଳ ପଥରେ ଗଡିଲା ବୋଟ୍‌ ଆମ୍ୱୁଲାନ୍ସ। ଏହି ଆମ୍ୱୁଲାନ୍ସରେ […]

boat-ambulance-odisha

boat-ambulance-odisha

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 06:40 PM IST

Sports

Latest News

ମାଲକାନଗିରି: ମୋଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା। ଗମନାଗମନ ପାଇଁ ରାସ୍ତା ନଥିବାରୁ ପାଣି ଭିତରେ ଚାଲିଲା ବୋଟ୍‌ ଆମ୍ୱୁଲାନ୍ସ। ଏଣିକି ପ୍ରତିଦିନ ଏହି ବୋଟ୍‌ ଆମ୍ୱୁଲାନ୍ସ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ। ୭୦ ଲକ୍ଷ ଟଙ୍କାର ଏହି ଆମ୍ୱୁଲାନ୍ସ ଜରିଆରେ ଉପକୃତ ହେବେ ପ୍ରାୟ ୩୦ ହଜାର ଲୋକ।

ଜଳବନ୍ଦୀ ଜୀବନ ଯନ୍ତ୍ରଣା ଭିତରେ ଆଶ୍ୱସ୍ତିକର ଖବର। ଆମ୍ଭ ହେଲା ସ୍ୱାସ୍ଥ୍ୟ ସେବା। ଜଳ ପଥରେ ଗଡିଲା ବୋଟ୍‌ ଆମ୍ୱୁଲାନ୍ସ। ଏହି ଆମ୍ୱୁଲାନ୍ସରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ବିଚ୍ଛିନ୍ନାଞ୍ଚଳର ପ୍ରତ୍ୟକ ଗାଁକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇବେ। ଏହାଦ୍ୱାରା ଉପକୃତ ହେବେ ବିଚ୍ଛିନ୍ନାଞ୍ଚଳର ୧୦ ପଞ୍ଚାୟତର ପ୍ରାୟ ୧୫୧ ଗାଁର ୩୦,୦୦୦ ଲୋକ। ସ୍ପିଲୱେ ଘାଟରେ ଏହି ବୋଟ୍‌ ଆମ୍ୱୁଲାନ୍ସକୁ ଆଜି ଲୋକାର୍ପଣ କରିଛନ୍ତି ସ୍ଥାନୀୟ ବିଧାୟକ ଡମ୍ୱରୁଧର ଶିଶା ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।

ଆମ୍ୱୁଲାନ୍ସ ବୋଟ୍‌ରେ କଣ ସୁବିଧା ରହିଛି?

ବୋଟ୍‌ ଆମ୍ୱୁଲାନ୍ସରେ ରୋଗୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବେଡ୍‌। ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ। ପ୍ରସବ ହେଉ ବା ଛୋଟମୋଟ୍‌ ଅପରେସନ୍‌ ସମସ୍ତ ଚିକିତ୍ସା ଏହି ବୋଟ୍‌ ଦିଆଯାଇପାରିବ। ତାହା ସହିତ ଲାଇଫ୍‌ ଜ୍ୟାକେଟ୍‌ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story