ମାଲକାନଗିରି: ପେଟ ବଥା ଭଲ କରିବାକୁ ୨୧ ବର୍ଷୀୟ ଯୁବକଙ୍କୁ ଚେଙ୍କ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚେଙ୍କ ଚିକିତ୍ସା ବନ୍ଦ ହେବାର ନାଁ ନେଉ ନାହିଁ। ଛୋଟ ଶିଶୁମାନଙ୍କ ପରେ ପେଟ ବଥା ଭଲ କରିବା ପାଇଁ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଚେଙ୍କ ଦିଆଯାଇଥିବା ଆଜି ଜଣାପଡ଼ିଛି। ତାଙ୍କ ନାଁ ରାଜୁ ମାଡ଼କାମୀ। ତାଙ୍କ ଘର କାଲିମେଳା ଥାନା ଅନ୍ତର୍ଗତ ବିଲିଗୁଡ଼ା ଗାଁରେ। ତାଙ୍କୁ ତିନି ଦିନ ହେଲାଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେଲା ପେଟରେ ଯନ୍ତ୍ରଣା ଅନୁଭବ କରୁଥଲେ […]

blanding

blanding

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 12:33 PM IST

Sports

Latest News

blandingମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚେଙ୍କ ଚିକିତ୍ସା ବନ୍ଦ ହେବାର ନାଁ ନେଉ ନାହିଁ। ଛୋଟ ଶିଶୁମାନଙ୍କ ପରେ ପେଟ ବଥା ଭଲ କରିବା ପାଇଁ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଚେଙ୍କ ଦିଆଯାଇଥିବା ଆଜି ଜଣାପଡ଼ିଛି। ତାଙ୍କ ନାଁ ରାଜୁ ମାଡ଼କାମୀ। ତାଙ୍କ ଘର କାଲିମେଳା ଥାନା ଅନ୍ତର୍ଗତ ବିଲିଗୁଡ଼ା ଗାଁରେ। ତାଙ୍କୁ ତିନି ଦିନ ହେଲାଣି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ହେଲା ପେଟରେ ଯନ୍ତ୍ରଣା ଅନୁଭବ କରୁଥଲେ ରାଜୁ। ଚିକିତ୍ସା ପାଇଁ ସେ ପ୍ରଥମେ କାଲିମେଳା ଡାକ୍ତରଖାନା ଯାଇଥିଲେ। ତେବେ ସେଠାରୁ ଔଷଧ ଆଣି ଖାଇବା ପରେ ମଧ୍ୟ ପେଟ ବଥା ଭଲ ନ ହେବାରୁ ସେ ଦିସାରୀଙ୍କ ପାଖକୁ ଯାଇଥିଲେ ଓ ପେଟରେ ଚେଙ୍କ ନେଇଥିଲେ। କିନ୍ତୁ ଚେଙ୍କ ନେବା ପରେ ପେଟ ବଥା କମିବା ବଦଳରେ ଅଧିକ ହେଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ରାଜୁଙ୍କ ମା’ ଉର୍ମିଳା ମାଡ଼କାମୀ କହିଛନ୍ତି,“ପେଟ ବଥା ହେବାରୁ ସେ ନିଜେ ନିଜେ ଡାକ୍ତରଖାନା ଯାଇଥିଲା। ତେବେ ପେଟବଥା ଭଲ ନ ହେବାରୁ ଆମେ ଗାଁର ଗୁଣିଆକୁ ଡାକିଥିଲୁ। ସେ ତା’ ପେଟରେ ଚେଙ୍କ ଦେଇଥିଲେ। କିନ୍ତୁ ଚେଙ୍କ ଦେବା ପରେ ପେଟ ବଥା ଭଲ ହୋଇ ନ ଥିଲା। ବଥା ନ କମିବାରୁ ଆମେ ତାକୁ କାଲିମେଳା ଡାକ୍ତରଖାନା ନେଇ ଯାଇଥିଲୁ। କିନ୍ତୁ ଡାକ୍ତର ଆମକୁ ମାଲକାନଗିରି ନେଇ ଯିବାକୁ କହିଥିଲେ। ଏବେ ବି ତା’ର ପେଟ ବଥା ହେଉଛି। ସେ କିଛି ଖାଉନି।”

ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ସପନ କୁମାର ଡିଣ୍ଡା କହିଛନ୍ତି,“ପେଟ ବଥା ଯୋଗୁଁ ତିନି ଦିନ ତଳେ ଯୁବକ ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆମେ ପରୀକ୍ଷା କରି ଦେଖିଲୁ ଯେ ତାଙ୍କ ପେଟରେ ଚେଙ୍କ ଦିଆଯାଇଛି। ତାଙ୍କ ଗାଁର ଜଣେ ଗୁଣିଆ ତାଙ୍କୁ ଚେଙ୍କ ଦେଇଛି ବୋଲି ସେ କହିଥିଲେ। କିନ୍ତୁ ଭଲ ନ ହେବାରୁ ସେ ଡାକ୍ତରଖାନା ଆସିଛନ୍ତି। ତାଙ୍କର ବିଭିନ୍ନ ପରୀକ୍ଷା କରାଯାଉଛି। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି। ସବୁ ପରୀକ୍ଷା ରିପୋର୍ଟ ଆସିବା ପରେ ତାଙ୍କ ପେଟ ବଥାର କାରଣ ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story