ମାଲକାନଗିରିରେ ଡେଙ୍ଗୁ ଆତଙ୍କ

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଟଳି ନ ଥିବା ବେଳେ ଦେଖାଯାଇଛି ଡେଙ୍ଗୁ ଆତଙ୍କ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ ଜଣ ରୋଗୀଙ୍କଠାରେ ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ୨୦୧୬ ଅକ୍ଟୋବର ୧୧ ତାରିଖରୁ ନଭେମ୍ବର ୩ ତାରିଖ ମଧ୍ୟରେ ଏହି ୨୦ଟି ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କହିଛନ୍ତି ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ମାଲକାନଗିରିରେ ମାତ୍ର ୩ ଜଣଙ୍କୁ ଡେଙ୍ଗୁ […]

dengue

dengue

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 07:57 AM IST

Sports

Latest News

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଟଳି ନ ଥିବା ବେଳେ ଦେଖାଯାଇଛି ଡେଙ୍ଗୁ ଆତଙ୍କ। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ ଜଣ ରୋଗୀଙ୍କଠାରେ ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି।

୨୦୧୬ ଅକ୍ଟୋବର ୧୧ ତାରିଖରୁ ନଭେମ୍ବର ୩ ତାରିଖ ମଧ୍ୟରେ ଏହି ୨୦ଟି ଡେଙ୍ଗୁ ପଜିଟିଭ୍ ରିପୋର୍ଟ ଆସିଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କହିଛନ୍ତି ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ମାଲକାନଗିରିରେ ମାତ୍ର ୩ ଜଣଙ୍କୁ ଡେଙ୍ଗୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story