ହକ୍‌ ପାଇଁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ରଣହୁଙ୍କାର: ୧୦୦୦ ଲୋକଙ୍କ ମେଳି

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ନିଜ ହକ୍ ଓ ଅଧିକାର ପାଇଁ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ।  ଆଜି ବିଚ୍ଛିନ୍ନାଞ୍ଚଳର ଜାନବାଇ ଗାଁର ହାଟପଦାରେ ଏକାଠି ହୋଇଥିଲେ ୧୮ ପଞ୍ଚାୟତର ଲୋକେ। ମୌଳିକ ସୁବିଧା ସୁଯୋଗ ଦାବିରେ ସେମାନେ ଶୋଭାଯାତ୍ରା କରିବା ସହ ଜନସଭାର ଆୟୋଜନ କରିଥିଲେ। ଯେଉଁଥିରେ ପିଲା, ବୁଢା ମହିଳାଙ୍କ ସହ ୧୦୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ପିଲାଙ୍କୁ ଶିକ୍ଷା ସୁବିଧା, ଅନୁସୂଚିତ ଜନଜାତ କୋଟିଆ, ରଣା, କମାର ଓ ଦୋରା ସଂପ୍ରଦାୟର ଲୋକଙ୍କୁ ଆଦିବାସୀ […]

meli

meli

Rakesh Mallick
  • Published: Monday, 08 May 2017
  • Updated: 08 May 2017, 07:04 PM IST

Sports

Latest News

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ନିଜ ହକ୍ ଓ ଅଧିକାର ପାଇଁ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ।  ଆଜି ବିଚ୍ଛିନ୍ନାଞ୍ଚଳର ଜାନବାଇ ଗାଁର ହାଟପଦାରେ ଏକାଠି ହୋଇଥିଲେ ୧୮ ପଞ୍ଚାୟତର ଲୋକେ। ମୌଳିକ ସୁବିଧା ସୁଯୋଗ ଦାବିରେ ସେମାନେ ଶୋଭାଯାତ୍ରା କରିବା ସହ ଜନସଭାର ଆୟୋଜନ କରିଥିଲେ। ଯେଉଁଥିରେ ପିଲା, ବୁଢା ମହିଳାଙ୍କ ସହ ୧୦୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ପିଲାଙ୍କୁ ଶିକ୍ଷା ସୁବିଧା, ଅନୁସୂଚିତ ଜନଜାତ କୋଟିଆ, ରଣା, କମାର ଓ ଦୋରା ସଂପ୍ରଦାୟର ଲୋକଙ୍କୁ ଆଦିବାସୀ ମାନ୍ୟତା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସ୍ଥାନୀୟ ଲୋକେ ଧମକ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story