ମାଲକାନଗିରି: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ଆଶଙ୍କା

ମାଲକାନଗିରି: ଆଉ ମାତ୍ର ୪ଦିନ ପରେ ରାଜ୍ୟର ୧୪ ଜିଲ୍ଲାରେ କାର୍ଯ୍ୟାକାରୀ ହେବ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍।  ତେବେ ମାଲକାନାଗିରି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କ। ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟ କାର୍ଡ ବଣ୍ଟନ ପରେ ନଭେମ୍ୱର ୨୯ରେ ୨ୟ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାରେ କାର୍ଡ ବଣ୍ଟନ ଆରମ୍ୱ କରିବେ ରାଜ୍ୟ ସରକାର। ମାତ୍ର ଜିଲ୍ଲାର ଅଧିକାଂଶ ବ୍ଲକରେ ଯୋଗ୍ୟ ହିତାଧିକାରୀ ଏପର୍ଯ୍ୟନ୍ତ ଡିଜିଟାଲ ରେସନ କାର୍ଡ ପାଇ ନାହାନ୍ତି। ନଭେମ୍ୱର ୧ରୁ […]

rasan card

rasan card

Rakesh Mallick
  • Published: Monday, 26 October 2015
  • Updated: 26 October 2015, 03:50 PM IST

Sports

Latest News

ମାଲକାନଗିରି: ଆଉ ମାତ୍ର ୪ଦିନ ପରେ ରାଜ୍ୟର ୧୪ ଜିଲ୍ଲାରେ କାର୍ଯ୍ୟାକାରୀ ହେବ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍।  ତେବେ ମାଲକାନାଗିରି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କ। ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟ କାର୍ଡ ବଣ୍ଟନ ପରେ ନଭେମ୍ୱର ୨୯ରେ ୨ୟ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାରେ କାର୍ଡ ବଣ୍ଟନ ଆରମ୍ୱ କରିବେ ରାଜ୍ୟ ସରକାର। ମାତ୍ର ଜିଲ୍ଲାର ଅଧିକାଂଶ ବ୍ଲକରେ ଯୋଗ୍ୟ ହିତାଧିକାରୀ ଏପର୍ଯ୍ୟନ୍ତ ଡିଜିଟାଲ ରେସନ କାର୍ଡ ପାଇ ନାହାନ୍ତି।

ନଭେମ୍ୱର ୧ରୁ ରାଜ୍ୟର ୧୪ଟି ଜିଲ୍ଲାରେ ଲାଗୁ ହେବ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ। ହିତାଧିକାରୀ ରିହାତି ଦରରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ୱା ଗହମ ପାଇବେ। ଆଇନ ଲାଗୁ ହେବା ପୁର୍ବରୁ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । ମାଲକାନାଗିରୀ ଜିଲ୍ଲା ସଂଯୋଜକଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ଏ ନେଇ ଚିଠି କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଜିଲ୍ଲାର ବିଭିନ୍ନ ବ୍ଲକ ଓ ୟୁଏଲବିରେ ଏପର୍ଯ୍ୟନ୍ତ ରେସନ କାର୍ଡ ପହଁଞ୍ଚି ନାହିଁ। ଏହାଦ୍ୱାରା କାର୍ଡ ବଣ୍ଟନ ବ୍ୟବସ୍ଥା ବିଳମ୍ୱ ହେଉଥିବାରୁ ଜିଲ୍ଲା ପ୍ରଶାସନ ସମସ୍ୟାରେ ପଡିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସ୍ଥିତିରେ କୈଣସି ସମସ୍ୟା ସୃଷ୍ଟି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି କହିଛନ୍ତି ।

ଏପଟେ ୨ୟ ପର୍ଯ୍ୟାୟରେ ରାଜ୍ୟର ୧୬ଟି ଜିଲ୍ଲାରେ ଆସନ୍ତା ୨୯ ତାରିଖରେ ଡିଜିଟାଲ୍ ରେସନ୍ କାର୍ଡ ବଣ୍ଟନ କରାଯିବ । ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଏହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ। ୨ୟ ପର୍ୟ୍ୟାୟରେ ରାଜ୍ୟର ୫୨ଲକ୍ଷ ୮୮ହଜାର ୬୮୧ ପରିବାରର ୨କୋଟି ୧ଲକ୍ଷ ୭୯ହଜାର ୬୦୫ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୨ୟ ପର୍ୟ୍ୟାରେ ଜିଲ୍ଲା ଭିତରେ ସର୍ବାଧିକ ହିତାଧିକାରୀ ଗଞ୍ଜାମ ଜିଲ୍ଲାର ରହିଛନ୍ତି । ଏହି ଜିଲ୍ଲାରେ ୨୦ଲକ୍ଷ ୭୧ହଜାର ହିତାଧିକାରୀ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story