ଛତିଶଗଡ଼ ମାଓବାଦୀ ଓଡ଼ିଶା ମୁହାଁ: କୁରୁବ ଜଙ୍ଗଲରେ ଜୋରଦାର କମ୍ୱିଂ

ମାଲକାନଗିରି: କାଳିମେଳା କୁରୁବ୍ ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ୍‌ ଚାଲିଛି। ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଛି। କମ୍ବିଂ ସମୟରେ ୮ଟି ଟିଫିନ ବୋମା ଉଦ୍ଧାର କରାଯାଇଛି। ଛତିଶଗଡ ସୁକ୍‌ମାରେ ମାଓ ଆକ୍ରମଣ ପରେ ସେଠାରେ ପୋଲିସ୍ ପକ୍ଷରୁ ଜୋରଦାର କମ୍ୱିଂ ଅପରେସନ୍ ଚାଲିଥିବାରୁ ଭୟରେ ମାଓବାଦୀମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ସେମାନେ କୁରୁବ ଜଙ୍ଗଲରେ ଥିବା ଜାଣିପାରି ଯବାନମାନେ କମ୍ୱିଂ ଅପରେସନ୍‌ କରିଥିଲେ। ଅନ୍ୟପକ୍ଷରେ ସୀମାନ୍ତରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ […]

naxal

naxal

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 05:12 PM IST

ମାଲକାନଗିରି: କାଳିମେଳା କୁରୁବ୍ ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ୍‌ ଚାଲିଛି। ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଛି। କମ୍ବିଂ ସମୟରେ ୮ଟି ଟିଫିନ ବୋମା ଉଦ୍ଧାର କରାଯାଇଛି।

ଛତିଶଗଡ ସୁକ୍‌ମାରେ ମାଓ ଆକ୍ରମଣ ପରେ ସେଠାରେ ପୋଲିସ୍ ପକ୍ଷରୁ ଜୋରଦାର କମ୍ୱିଂ ଅପରେସନ୍ ଚାଲିଥିବାରୁ ଭୟରେ ମାଓବାଦୀମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ସେମାନେ କୁରୁବ ଜଙ୍ଗଲରେ ଥିବା ଜାଣିପାରି ଯବାନମାନେ କମ୍ୱିଂ ଅପରେସନ୍‌ କରିଥିଲେ। ଅନ୍ୟପକ୍ଷରେ ସୀମାନ୍ତରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଓ ବିରୋଧୀ ଅପରେସନ୍ ପାଇଁ MV3 BSF କ୍ୟାମ୍ପରେ ପବନହଂସ ହେଲିକପ୍ଟରକୁ ମଧ୍ୟ ରଖା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story