ମାଲକାନଗିରି: ମାଓ ଭୟରେ ଭିଟାମାଟି ଛାଡ଼ିଲେ ଚକ୍ର ଖିଲଙ୍କ ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମାଓ ଧମକରେ ଭୟଭୀତ ହୋଇ ଧାକଡପଦରର ଚକ୍ର ଖିଲଙ୍କ ପରିବାର ଭିଟାମାଟି ଛାଡିଛନ୍ତି। ଚକ୍ରଙ୍କ ପରିବାର ଏବେ କୁଡୁମୁଲୁ ଗୁମ୍ମାର ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ବର୍ଷକ ତଳେ ମାଓବାଦୀମାନେ ଚକ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗାଁ ଛାଡ଼ି ନ ଯିବାକୁ ଧମକ ଦେଇଥିଲେ। ତେବେ ଚକ୍ର ବାହାରକୁ କାମ କରିବାକୁ ଯିବାରୁ ତାଙ୍କୁ ଜୀବନରୁ ମାରିଦେବା ନେଇ ମାଓବାଦୀମାନେ ଧମକ ଦେଇଥିଲେ।  ମାଓବାଦୀଙ୍କ ଭୟରେ ଚକ୍ରଙ୍କ ପରିବାର ଭିଟାମାଟି […]

mao

mao

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 10:04 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମାଓ ଧମକରେ ଭୟଭୀତ ହୋଇ ଧାକଡପଦରର ଚକ୍ର ଖିଲଙ୍କ ପରିବାର ଭିଟାମାଟି ଛାଡିଛନ୍ତି। ଚକ୍ରଙ୍କ ପରିବାର ଏବେ କୁଡୁମୁଲୁ ଗୁମ୍ମାର ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ବର୍ଷକ ତଳେ ମାଓବାଦୀମାନେ ଚକ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗାଁ ଛାଡ଼ି ନ ଯିବାକୁ ଧମକ ଦେଇଥିଲେ। ତେବେ ଚକ୍ର ବାହାରକୁ କାମ କରିବାକୁ ଯିବାରୁ ତାଙ୍କୁ ଜୀବନରୁ ମାରିଦେବା ନେଇ ମାଓବାଦୀମାନେ ଧମକ ଦେଇଥିଲେ।  ମାଓବାଦୀଙ୍କ ଭୟରେ ଚକ୍ରଙ୍କ ପରିବାର ଭିଟାମାଟି ଛାଡ଼ି ପଳାଇଯାଇଛନ୍ତି।

ଚକ୍ର ଖିଲ କହିଛନ୍ତି, “ମାଓବାଦୀଙ୍କ ଭୟରେ ଆମେ ଘର ଛାଡି ପଳାଇଆସିଛୁ।  ବର୍ଷକ ତଳେ ମାଓବାଦୀମାନେ ମୋତେ ମାଡ଼ ମାରିଥିଲେ। ଗାଁ ବାହାରକୁ କାମ କରିବା ପାଇଁ ଯିବାକୁ ବାରଣ କରିଥିଲେ। ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ  ପୁଣି ବାହାରକୁ କାମ କରିବାକୁ ଯାଉଥିଲି।  ବାହାରକୁ କାମ କରିବାକୁ ଯାଉଥିବାରୁ ମାଓବାଦୀମାନେ ମୋ ଘରକୁ ଆସି ମୋତେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story