ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ମେଳି

ମାଲକାନଗିରି: ମାଲକାନଗିରି ଏନ୍‌କାଉଣ୍ଟର ପ୍ରତିବାଦରେ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର କିଛି ଗାଁରେ ଆଜି ମାଓବାଦୀ ମେଳି କରିଛନ୍ତି। ପୋଲିସ ମାଓବାଦୀ ନାଁରେ ନୀରିହ ଲୋକଙ୍କୁ ହତ୍ୟା କରୁଥିବା ଅଭିଯୋଗ କରି ଏହି ମେଳି କରାଯାଇଛି। ସେହିପରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଜି.କେ. କୟୁରୁରେ ମୃତକଙ୍କୁ ମାଓବାଦୀ ଓ ସେମାନଙ୍କ ସମର୍ଥକ ଲାଲ ସଲାମୀ ଦେଇଛନ୍ତି। ବିପ୍ଲବୀ ରୟତକୁଲି ସଂଘର ଶତାଧିକ ସମର୍ଥକ ଏକାଠି ହୋଇ ମୃତକଙ୍କୁ ସମ୍ମାନ ଜଣାଇ ଥିଲେ। ଏହି ଅବସରରେ ସଂଘ […]

mao

mao

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 01:52 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଏନ୍‌କାଉଣ୍ଟର ପ୍ରତିବାଦରେ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର କିଛି ଗାଁରେ ଆଜି ମାଓବାଦୀ ମେଳି କରିଛନ୍ତି। ପୋଲିସ ମାଓବାଦୀ ନାଁରେ ନୀରିହ ଲୋକଙ୍କୁ ହତ୍ୟା କରୁଥିବା ଅଭିଯୋଗ କରି ଏହି ମେଳି କରାଯାଇଛି।

ସେହିପରି ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଜି.କେ. କୟୁରୁରେ ମୃତକଙ୍କୁ ମାଓବାଦୀ ଓ ସେମାନଙ୍କ ସମର୍ଥକ ଲାଲ ସଲାମୀ ଦେଇଛନ୍ତି। ବିପ୍ଲବୀ ରୟତକୁଲି ସଂଘର ଶତାଧିକ ସମର୍ଥକ ଏକାଠି ହୋଇ ମୃତକଙ୍କୁ ସମ୍ମାନ ଜଣାଇ ଥିଲେ। ଏହି ଅବସରରେ ସଂଘ ପକ୍ଷରୁ ପୋଲିସ ଆକ୍ରମଣକୁ ନିନ୍ଦା କରାଯାଇଥିଲା। ସମର୍ଥକ ମାନେ ଏକ ଶୋଭାଯାତ୍ରରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story