ଏସାର କଂପାନୀର ପାଇପ୍ ଲାଇନ୍‌କୁ କାଟିଲେ ମାଓବାଦୀ

ଚିତ୍ରକୋଣ୍ଡା:ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ରାଲେଗଡ଼ା ପଞ୍ଚାୟତ ପଲଙ୍କରାଇ ନିକଟରେ ଦେଇ ଯାଇଥିବା ଏସାର କଂପାନୀର ପାଇପ୍ ଲାଇନ୍‌କୁ ମାଓବାଦୀମାନେ କାଟି ଦେଇଥିବା ଜଣାପଡ଼ିଛି। ଏସାର କମ୍ପାନୀର ଏହି ପାଇପ ଲାଇନ୍ ଛତିଶଗଡ଼ର କିରାଣ୍ଡଲରୁ ବିଶାଖାପାଟଣା ଯାଇଛି। କମ୍ପାନୀ ଏଥିରେ ଲୁହାଗୁଣ୍ଡ ପରିବହନ କରୁଥିବା ବେଳେ ମାଓବାଦୀମାନେ ପାଇପ୍ ଲାଇନକୁ କାଟି ଦେଇଛନ୍ତି।

Rakesh Mallick
  • Published: Friday, 22 September 2017
  • Updated: 22 September 2017, 02:35 PM IST

Sports

Latest News

ଚିତ୍ରକୋଣ୍ଡା:ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ରାଲେଗଡ଼ା ପଞ୍ଚାୟତ ପଲଙ୍କରାଇ ନିକଟରେ ଦେଇ ଯାଇଥିବା ଏସାର କଂପାନୀର ପାଇପ୍ ଲାଇନ୍‌କୁ ମାଓବାଦୀମାନେ କାଟି ଦେଇଥିବା ଜଣାପଡ଼ିଛି।

ଏସାର କମ୍ପାନୀର ଏହି ପାଇପ ଲାଇନ୍ ଛତିଶଗଡ଼ର କିରାଣ୍ଡଲରୁ ବିଶାଖାପାଟଣା ଯାଇଛି। କମ୍ପାନୀ ଏଥିରେ ଲୁହାଗୁଣ୍ଡ ପରିବହନ କରୁଥିବା ବେଳେ ମାଓବାଦୀମାନେ ପାଇପ୍ ଲାଇନକୁ କାଟି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos