ମାନବିକତା ଦେଖାଇଲେ ଚିତ୍ରକୋଣ୍ଡା ବିଧାୟକ,ସାବାସି ଜଣାଇଲେ ଲୋକେ

ମାଲକାନଗିରି (ଜିତେନ୍ଦ୍ର ବେଉରା):ମାନବିକତାକୁ ବାଦଦେଇ ମଣିଷ ସମାଜ ତିଷ୍ଠିବା ଅସମ୍ଭବ। ଯଦିଓ ବସ୍ତୁବାଦର ଚକ୍ରବ୍ୟୁହରେ ପଡ଼ି ମଣିଷ ଧୀରେ ଧୀରେ ସ୍ଵାର୍ଥପର ହେବାରେ ଲାଗିଛି, ତଥାପି ମାନବିକତା ତା ଅସ୍ତିତ୍ୱ ହରାଇନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ କ୍ଷେତ୍ରରେ। ଗତକାଲି ଚିତ୍ରକୋଣ୍ଡା ବିଧାୟକ ତାଙ୍କ ସମର୍ଥକଙ୍କ ସହ ଏକ ବୋଲେରୋରେ ବାଲିମେଳା ଯାଉଥିଲେ। ଏହି ସମୟରେ ନାୟକଗୁଡ଼ା ନିକଟସ୍ଥ ମୁତେବଡ଼ା ଗାଁର ଏକ ବ୍ରିଜ ନିକଟରେ ବାଇକ ଦୁର୍ଘଟଣା […]

malo

malo

Tapaswini Nayak
  • Published: Wednesday, 25 December 2019
  • Updated: 25 December 2019, 04:22 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା):ମାନବିକତାକୁ ବାଦଦେଇ ମଣିଷ ସମାଜ ତିଷ୍ଠିବା ଅସମ୍ଭବ। ଯଦିଓ ବସ୍ତୁବାଦର ଚକ୍ରବ୍ୟୁହରେ ପଡ଼ି ମଣିଷ ଧୀରେ ଧୀରେ ସ୍ଵାର୍ଥପର ହେବାରେ ଲାଗିଛି, ତଥାପି ମାନବିକତା ତା ଅସ୍ତିତ୍ୱ ହରାଇନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ କ୍ଷେତ୍ରରେ।

ଗତକାଲି ଚିତ୍ରକୋଣ୍ଡା ବିଧାୟକ ତାଙ୍କ ସମର୍ଥକଙ୍କ ସହ ଏକ ବୋଲେରୋରେ ବାଲିମେଳା ଯାଉଥିଲେ। ଏହି ସମୟରେ ନାୟକଗୁଡ଼ା ନିକଟସ୍ଥ ମୁତେବଡ଼ା ଗାଁର ଏକ ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ହୋଇଥିଲା। ଏଥିରେ ବାଇକ୍ ଆରୋହୀ ସମେତ ଅନ୍ୟମାନେ ଗୁରୁତର ଆହତ ହୋଇ ତଳେ ପଡ଼ିଥିଲେ। ବିଧାୟକ ଏହା ଦେଖି ନିଜ ଗାଡ଼ି ଅଟାଇଥିଲେ। ଗୁରୁତର ଲୋକଙ୍କୁ ଉଠାଇବା ସହ ନିଜ ଗାଡ଼ିରେ ବସାଇ ମାଥିଲି ଚିକିତ୍ସାଳୟକୁ ନେଇଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story