ମାଓବାଦୀ ଭୟରେ ଗାଁ ଛାଡ଼ିଲେ ଗୋଟିଏ ପରିବାର

ଚିତ୍ରକୋଣ୍ଡା: ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡ଼ିଲେ ଗୋଟିଏ ପରିବାର। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ପାପେରମେଟଲାର ପାଲେମ ଗାଁର କମଳ ଖିଲଙ୍କ ପରିବାରର ୧୦ଜଣ ସଦସ୍ୟ ଚିତ୍ରକୋଣ୍ଡା ପଳାଇ ଆସିଛନ୍ତି। ତାଙ୍କ ପରିବାରକୁ ମାଓବାଦୀଙ୍କ ପକ୍ଷରୁ ଧମକ ମିଳୁଥିଲା। କମଳଙ୍କ ବଡ଼ ପୁଅ ରବି ଖିଲ ଆନ୍ଧ୍ରପ୍ରଦେଶରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ମାଓବାଦୀମାନେ ରବିଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହ କରି ତାଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଧମକ ଦେଇଛନ୍ତି। ନଚେତ୍ ମଝିଆଁ ପୁଅ ଅର୍ଜୁନ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 11:34 PM IST

ଚିତ୍ରକୋଣ୍ଡା: ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡ଼ିଲେ ଗୋଟିଏ ପରିବାର। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ପାପେରମେଟଲାର ପାଲେମ ଗାଁର କମଳ ଖିଲଙ୍କ ପରିବାରର ୧୦ଜଣ ସଦସ୍ୟ ଚିତ୍ରକୋଣ୍ଡା ପଳାଇ ଆସିଛନ୍ତି। ତାଙ୍କ ପରିବାରକୁ ମାଓବାଦୀଙ୍କ ପକ୍ଷରୁ ଧମକ ମିଳୁଥିଲା।

କମଳଙ୍କ ବଡ଼ ପୁଅ ରବି ଖିଲ ଆନ୍ଧ୍ରପ୍ରଦେଶରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ମାଓବାଦୀମାନେ ରବିଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହ କରି ତାଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଧମକ ଦେଇଛନ୍ତି। ନଚେତ୍ ମଝିଆଁ ପୁଅ ଅର୍ଜୁନ ଖିଲକୁ ମାରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମାଲକରନଗିରି ଜିଲ୍ଲାର ଚିତ୍ରକୋଣ୍ଡା ପାପରମେଟଲା ବ୍ଲକ୍‌ ଲୁଚ୍ଛାପାଣି ଗାଁର ପିଲ୍‌କୁ ଖରାଙ୍କୁ ମାଓବାଦୀମାନେ ସହଯୋଗ କରିବାକୁ କହିଥିଲେ। ହେଲେ ସେ ଏଥିରେ ରାଜି ନହେବାରୁ ମାଓବାଦୀ ତାଙ୍କୁ ଗାଁ ଛାଡ଼ିବାକୁ  ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଙ୍କ ମାଆ,ପତ୍ନୀ ଓ ପିଲାକୁ ଘରେ ଛାଡ଼ି ପିଲ୍‌କୁ ଚିତ୍ରକୋଣ୍ଡାରେ ରହୁଛନ୍ତି।

ଅଧିକ ପଢ଼ନ୍ତୁ- ମାଓବାଦୀଙ୍କୁ ସହଯୋଗ କରିବାକୁ ମନା କରିବାରୁ ଗାଁରୁ ତଡ଼ା ଖାଇଲେ ଯୁବକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story