ବଣ୍ଡାଘାଟି ପିଡିଏସ୍‌ ଚଉଳ ହେରଫେରର ତନାଘନା ଆରମ୍ଭ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ପିଡ଼ିଏସ୍ ଚାଉଳ ହେରଫେର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯୋଗାଣ ଅଧିକାରୀଙ୍କ ସହ ଏକ ଟିମ୍ ପଞ୍ଚାୟତ ଅଫିସକୁ ଯାଇ ଗୋଦାମରେ ଚଢଉ କରିଛନ୍ତି। ପ୍ରାଥମିକ ତଦନ୍ତରୁ ହେରଫେର ଘଟଣାକୁ ଜିଲ୍ଲାପାଳ ସ୍ୱୀକାର କରିବା ସହ ପଞ୍ଚାୟତ ଅଧିକାରୀଙ୍କ ନାମରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭିଜିଲାନ୍ସର ଏକ ଟିମ୍ ଖଇରପୁଟ ଯାଇ ପିଡ଼ିଏସ୍ ଚାଉଳ ହେରଫେର ଘଟଣାର ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ବଣ୍ଡାଘାଟିରେ ପିଡ଼ିଏସ୍ […]

malkangiri

malkangiri

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 08:13 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ପିଡ଼ିଏସ୍ ଚାଉଳ ହେରଫେର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯୋଗାଣ ଅଧିକାରୀଙ୍କ ସହ ଏକ ଟିମ୍ ପଞ୍ଚାୟତ ଅଫିସକୁ ଯାଇ ଗୋଦାମରେ ଚଢଉ କରିଛନ୍ତି। ପ୍ରାଥମିକ ତଦନ୍ତରୁ ହେରଫେର ଘଟଣାକୁ ଜିଲ୍ଲାପାଳ ସ୍ୱୀକାର କରିବା ସହ ପଞ୍ଚାୟତ ଅଧିକାରୀଙ୍କ ନାମରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭିଜିଲାନ୍ସର ଏକ ଟିମ୍ ଖଇରପୁଟ ଯାଇ ପିଡ଼ିଏସ୍ ଚାଉଳ ହେରଫେର ଘଟଣାର ତଦନ୍ତ ଆରମ୍ଭ କରିଛି।

ମାଲକାନଗିରି ବଣ୍ଡାଘାଟିରେ ପିଡ଼ିଏସ୍ ଚାଉଳ ହେରଫେର ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଯୋଗାଣ ବିଭାଗର ଏକ ଟିମ୍ ମୁଦୁଲିପଡ଼ା ପଞ୍ଚାୟତରେ ଚଢ଼ାଉ କରିଛି। ପ୍ରାଥମିକ ତଦନ୍ତରୁ ପିଡ଼ିଏସ୍ ଚାଉଳ ହେରଫେର ହୋଇଥିବା ଜଣାପଡିଥିବା ବେଳେ ଷ୍ଟକରେ ମେଳ ଖାଉ ନାହିଁ। ଅଭିଯୋଗ ଆସିବା ପରେ ତଦନ୍ତ ଚାଲିଛି। ଏହା ସରିଲା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି କହିଛନ୍ତି।

ଅଭିଯୋଗ ଅନୁସାରେ କିଛି ଲୋକଙ୍କୁ କାର୍ଡ଼ ମିଳିନାହିଁ। ଯେଉଁମାନଙ୍କର କାର୍ଡ଼ ଅଛି ସେମାନଙ୍କୁ ବି ଠିକ୍‌ରେ ଚାଉଳ ଦିଆଯାଉନାହିଁ। ଅନେକ ସମୟରେ ଲୋକେ ଚାଉଳ ପାଇଁ ପଞ୍ଚାୟତ ଅଫିସକୁ ଯାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି। ସେତିକି ନୁହେଁ, ଏନେଇ ବାରମ୍ବାର ପଞ୍ଚାୟତ ଅଫିସରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ବଣ୍ଡାମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story