ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ବିଏସ୍‌ଏଫ୍‌ ଏଡିଜି

ମାଲକାନଗିରି: ବିଏସ୍‌ଏଫ୍‌ ଏଡିଜି ଅରୁଣ କୁମାର ଦାୟିତ୍ୱ ନେବା ପରେ ମାଲକାନଗିରି ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ସେ ଏମ୍‌ଭି ୭୯, ବଡ଼ପଡା ସହ ଏମ୍‌ଭି ୩ରେ ଥିବା ବିଏସ୍‌ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଆଇଜି ପି.ଏସ୍‌. ସିନ୍ଧୁ ଓ ଡିଆଇଜି କେ.ସି. ନାୟକ ମଧ୍ୟ ଯାଇଥିଲେ। ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାକୁ ମାଓ ମୁକାବିଲା ନେଇ ବିଏସ୍‌ଏଫ୍‌ କ୍ୟାମ୍ପର ବରିଷ୍ଠ ଅଧିକାରୀଙ୍କ ସହିତ ଅରୁଣ କୁମାର ଆଲୋଚନା କରିଥିଲେ। ଏହାଛଡ଼ା […]

bsf dg

bsf dg

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 08:39 PM IST

Sports

Latest News

ମାଲକାନଗିରି: ବିଏସ୍‌ଏଫ୍‌ ଏଡିଜି ଅରୁଣ କୁମାର ଦାୟିତ୍ୱ ନେବା ପରେ ମାଲକାନଗିରି ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ସେ ଏମ୍‌ଭି ୭୯, ବଡ଼ପଡା ସହ ଏମ୍‌ଭି ୩ରେ ଥିବା ବିଏସ୍‌ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଆଇଜି ପି.ଏସ୍‌. ସିନ୍ଧୁ ଓ ଡିଆଇଜି କେ.ସି. ନାୟକ ମଧ୍ୟ ଯାଇଥିଲେ।

ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାକୁ ମାଓ ମୁକାବିଲା ନେଇ ବିଏସ୍‌ଏଫ୍‌ କ୍ୟାମ୍ପର ବରିଷ୍ଠ ଅଧିକାରୀଙ୍କ ସହିତ ଅରୁଣ କୁମାର ଆଲୋଚନା କରିଥିଲେ। ଏହାଛଡ଼ା ବିଚ୍ଛିନ୍ନାଞ୍ଚଳର କେଉଁ କେଉଁ ସ୍ଥାନରେ କ୍ୟାମ୍ପ ଆବଶ୍ୟକ ରହିଛି ସେ ନେଇ କମାଣ୍ଡାଣ୍ଟଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ପରେ ଆୟୋଜିତ ଗୁପ୍ତ ବୈଠକରେ କୁମାର ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story