ଏନ୍‌ସେଫାଲାଇଟିସ୍‌ରେ ପୁଣି ଜଣେ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ମାଲକାନଗିରିରେ ଆଉ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ କାଲିମେଳା ବ୍ଲକ କତାଗୁଡ଼ା ଗାଁର ସିଦ୍ଧାନ୍ତ ବେଟି। ସିଦ୍ଧାନ୍ତ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସିଦ୍ଧାନ୍ତଙ୍କୁ ମିଶାଇ ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୧୩ରେ ପହଞ୍ଚିଛି। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ଶୁଶି ଜାପାନିଜ୍‌ ଏନ୍‌ସେଫାଇଟିସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

malkangiri

malkangiri

Rakesh Mallick
  • Published: Friday, 18 November 2016
  • Updated: 18 November 2016, 08:53 PM IST

Sports

Latest News

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଜି ମାଲକାନଗିରିରେ ଆଉ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ କାଲିମେଳା ବ୍ଲକ କତାଗୁଡ଼ା ଗାଁର ସିଦ୍ଧାନ୍ତ ବେଟି। ସିଦ୍ଧାନ୍ତ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସିଦ୍ଧାନ୍ତଙ୍କୁ ମିଶାଇ ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୧୩ରେ ପହଞ୍ଚିଛି।

ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ଶୁଶି ଜାପାନିଜ୍‌ ଏନ୍‌ସେଫାଇଟିସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story