ମାଲକାନଗିରି: ଶତାଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓ କାର୍ଯ୍ୟକଳାପକୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ଶତାଧିକ ମାଓ ସମର୍ଥକ ମାଥିଲି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ବାରା ଗାଁର ବାସିନ୍ଦା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବହୁ ଲୋକ ସେମାନଙ୍କ ସହ ସମ୍ପର୍କ କାଟୁଛନ୍ତି। ଗତ କିଛିଦିନ ହେବ ନିୟମିତ ବ୍ୟବଧାନରେ ମାଓବାଦୀ ଓ ମାଓ ସମର୍ଥକ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି। ଗତକାଲି ୫୭ ଜଣ ମାଓ ସମର୍ଥକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ୫୭ ଜଣ […]

m

m

Rakesh Mallick
  • Published: Monday, 14 March 2016
  • Updated: 21 March 2016, 04:34 AM IST

Sports

Latest News

ମାଲକାନଗିରି: ମାଓ କାର୍ଯ୍ୟକଳାପକୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲାର ଶତାଧିକ ମାଓ ସମର୍ଥକ ମାଥିଲି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ ବାରା ଗାଁର ବାସିନ୍ଦା। ମାଓବାଦୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବହୁ ଲୋକ ସେମାନଙ୍କ ସହ ସମ୍ପର୍କ କାଟୁଛନ୍ତି। ଗତ କିଛିଦିନ ହେବ ନିୟମିତ ବ୍ୟବଧାନରେ ମାଓବାଦୀ ଓ ମାଓ ସମର୍ଥକ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି।

ଗତକାଲି ୫୭ ଜଣ ମାଓ ସମର୍ଥକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ୫୭ ଜଣ ଯାକ ମାଓ ସମର୍ଥକ ପୋଟେରୁ ଫାଣ୍ଡିରେ ମାଲକାନଗିରି ଏସଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୨୫ ଜଣ ମହିଳା ଥିଲେ। ସମସ୍ତେ କାଳିମେଳା ଥାନା ତଙ୍ଗୁଡ଼ା ଗାଁର ବାସିନ୍ଦା। ସେମାନେ ମାଓବାଦୀଙ୍କ କାଲିମେଳା ଦଲମ୍ ପାଇଁ କାମ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

ଶନିବାର ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଖଟୁଆପଦର ଗାଁର ୧୯ ଜଣ ମାଓ ସମର୍ଥକ ମାଲକାନଗିରି ଏସ୍‌ଡିପିଓଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମିଲିସିଆ, ୩ ଜଣ ଗ୍ରାମ୍ୟ କମିଟି ସଦସ୍ୟ ଓ ୨ ଜଣ ଜନନାଟ୍ୟ ମଣ୍ଡଳୀ ସଦସ୍ୟ। ଏମାନେ ସମସ୍ତେ ଦରଭା ଡିଭିଜନ୍‌ ମାଓ ସଂଗଠନର ସଦସ୍ୟ ଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ଥିଲା।

ତା’ପୂର୍ବରୁ ଗତ ଶୁକ୍ରବାର ୧୯ ଜଣ ମାଓ ସମର୍ଥକ ମାଲକାନଗରି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ମାର୍ଚ୍ଚ ୫ ତାରିଖରେ ମାଲକାନଗିରି ଏସ୍‌ପିଙ୍କ ନିକଟରେ ୧୪୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ଏମାନେ ସମସ୍ତେ ପୂଜାରୀପୁଟ, ଟେ.ମୁରୁପାଲି ଓ କୁକୁରକୁଣ୍ଡ ଗାଁର ଥିଲେ।

ଗତ ୪ ମାସ ମଧ୍ୟରେ ଜିଲ୍ଲାରେ ହଜାରେରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story