ମାଲକାନଗିରିରେ ଯବାନ-ମାଓବାଦୀ ଗୁଳିବିନିମୟ, ଛତିଶଗଡ ଏରାବୁରୁରେ ମାଓବାଦୀ ଗୁଳିରେ ୩ ଯବାନ ଗୁରୁତର

ମାଲକାନଗିରି: ମାଲକାନଗିରି ନାକାମାମୁଡି ଜଙ୍ଗଲରେ ମଧ୍ୟ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଳିବିନିମୟ ପରେ ଅଞ୍ଚଳରେ ଯବାନ ମାନେ କମ୍ୱିଂ ଅପରେସନ ଜାରି ରଖିଛନ୍ତି। ସେହିପରି ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏରାବୁରୁ ଜଙ୍ଗଲରେ ମାଓବାଦୀ ଓ କୋବ୍ରା ବାଟାଲିଅନ୍ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମୟରେ ୩ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଏବେ ବି ସୁରକ୍ଷାକର୍ମୀ […]

malkangiri

malkangiri

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 07:05 AM IST

ମାଲକାନଗିରି: ମାଲକାନଗିରି ନାକାମାମୁଡି ଜଙ୍ଗଲରେ ମଧ୍ୟ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଳିବିନିମୟ ପରେ ଅଞ୍ଚଳରେ ଯବାନ ମାନେ କମ୍ୱିଂ ଅପରେସନ ଜାରି ରଖିଛନ୍ତି।
ସେହିପରି ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏରାବୁରୁ ଜଙ୍ଗଲରେ ମାଓବାଦୀ ଓ କୋବ୍ରା ବାଟାଲିଅନ୍ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମୟରେ ୩ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଏବେ ବି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story