ବଡ଼ ଭାଇକୁ ପଥରରେ ଛେଚି ମାରିଦେଲା ସାନ ଭାଇ

ପୁରୀ(ମଧୁସୂଦନ ମିଶ୍ର): ବଡ଼ ଭାଇକୁ ପଥରରେ ଛେଚି ସାନ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହିର ଖୁଣ୍ଟିଆ ବଗିଚା ଗଳିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଉମାଶଙ୍କର ଆଚାର୍ଯ୍ୟ। ପୁଲିସ୍ ତାଙ୍କ ସାନ ଭାଇକୁ ଗିରଫ କରିଛି। ଆଜି ସକାଳେ ଖୁଣ୍ଟିଆ ବଗିଚା ଗଳିରେ ଉମାଶଙ୍କରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଏନେଇ ସେମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପଲିସ୍କୁ ଖବର […]

deadbody,,,8

deadbody,,,8

Tapaswini Nayak
  • Published: Friday, 14 June 2019
  • Updated: 14 June 2019, 01:51 PM IST

ପୁରୀ(ମଧୁସୂଦନ ମିଶ୍ର): ବଡ଼ ଭାଇକୁ ପଥରରେ ଛେଚି ସାନ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହିର ଖୁଣ୍ଟିଆ ବଗିଚା ଗଳିରେ ଏହି ହତ୍ୟାକାଣ୍ଡ ଘଟିଛି।
ମୃତକ ହେଲେ ଉମାଶଙ୍କର ଆଚାର୍ଯ୍ୟ। ପୁଲିସ୍ ତାଙ୍କ ସାନ ଭାଇକୁ ଗିରଫ କରିଛି।

ଆଜି ସକାଳେ ଖୁଣ୍ଟିଆ ବଗିଚା ଗଳିରେ ଉମାଶଙ୍କରଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ। ଏନେଇ ସେମାନେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପଲିସ୍କୁ ଖବର ଦେଇଥିଲେପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।।

ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଏହି ହତ୍ୟାକାଣ୍ଡ ଘଟଥିବା ଜଣାପଡ଼ିଛି। ପୁଲିସ୍ ଘଟଣାସ୍ଥଳରୁ ରକ୍ତଭିଜା ପଥର ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
ସମ୍ପତ୍ତି ଲୋଭରେ ଉମାଶଙ୍କରଙ୍କୁ ତାଙ୍କ ସାନ ଭାଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story