ଟଙ୍କା ମାଗିବାରୁ ଦିନ ମଜୁରିଆଙ୍କୁ ଠିକାଦାରଙ୍କ ଆକ୍ରମଣ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଇତାପଣି ଗାଁରେ ଜଣେ ଦିନ ମଜୁରିଆକୁ ଠିକାଦାର ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାମ ବିଭୀଷଣ ହୋ। ତାଙ୍କୁ ଗୁରୁତର ଭାବେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଛି। ସୂଚନା ଅନୁସାରେ, ତିନିମାସ ପୂର୍ବରୁ ବିଭୀଷଣଙ୍କୁ ଠିକାଦାର ପ୍ରତାପ ନାୟକ କାମରେ ଲଗାଇଥିଲେ। କାମ ସରିବା ପରେ ମଜୁରୀ […]

Knife-attack

Knife-attack

Tapaswini Nayak
  • Published: Monday, 02 November 2020
  • Updated: 02 November 2020, 02:35 PM IST

Sports

Latest News

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଇତାପଣି ଗାଁରେ ଜଣେ ଦିନ ମଜୁରିଆକୁ ଠିକାଦାର ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାମ ବିଭୀଷଣ ହୋ। ତାଙ୍କୁ ଗୁରୁତର ଭାବେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଛି।

ସୂଚନା ଅନୁସାରେ, ତିନିମାସ ପୂର୍ବରୁ ବିଭୀଷଣଙ୍କୁ ଠିକାଦାର ପ୍ରତାପ ନାୟକ କାମରେ ଲଗାଇଥିଲେ। କାମ ସରିବା ପରେ ମଜୁରୀ ନ ଦେଇ ପ୍ରତାପ ଠକି ଚାଲି ଯାଇଥିଲେ। ଗତକାଲି ବିଭୀଷଣ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସଂଧ୍ୟାବେଳେ ବିଭୀଷଣ ଧାନ କ୍ଷେତକୁ ଯିବାବେଳେ ବାଟରେ ଛକି ରହିଥିବା ପ୍ରତାପ, ତାଙ୍କ ଭିଣୋଇ ଓ ଅନ୍ୟ ଜଣେ ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story