କଙ୍ଗାରୁ କୋର୍ଟରେ ମୃତ୍ୟୁ ଦଣ୍ଡ: ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗୁଣିଗାରେଡ଼ି ସନ୍ଦେହରେ ଗାଁର କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ। ମୃତ ବ୍ୟକ୍ତି ଜଣକ ହେଲେ ପଦିଆ ମାଡ଼କାମୀ। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କିଛି ଦିନ ହେବ ଗାଁର କିଛି ଲୋକଙ୍କ ଦେହ ଅସୁସ୍ଥ ରହୁଥିଲା। ପଦିଆ ଗୁଣିଗାରେଡ଼ି କରିବା ଯୋଗୁ […]

murder

murder

Tapaswini Nayak
  • Published: Wednesday, 18 May 2022
  • Updated: 18 May 2022, 12:33 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗୁଣିଗାରେଡ଼ି ସନ୍ଦେହରେ ଗାଁର କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ। ମୃତ ବ୍ୟକ୍ତି ଜଣକ ହେଲେ ପଦିଆ ମାଡ଼କାମୀ। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

କିଛି ଦିନ ହେବ ଗାଁର କିଛି ଲୋକଙ୍କ ଦେହ ଅସୁସ୍ଥ ରହୁଥିଲା। ପଦିଆ ଗୁଣିଗାରେଡ଼ି କରିବା ଯୋଗୁ ଏପରି ହେଉଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଏନେଇ ଆଜି ସକାଳେ ଗାଁର କଙ୍ଗାରୁ କୋର୍ଟ ବସିଥିଲ। ବୈଠକ ଚାଲିଥିବା ବେଳେ କିଛି ଲୋକ ଉତ୍ତ୍ୟକ୍ତ ହୋଇ ଠେଙ୍ଗାରେ ପଦିଆଙ୍କୁ ଆକ୍ରମଣ କରିଥିଲେ। ବାପାଙ୍କୁ ଗ୍ରାମବାସୀ ଆକ୍ରମଣ କରୁଥିବା ଦେଖି ପୁଅ ଯାଇ ଅଟକାଇଥିଲେ। ପୁଅକୁ ମଧ୍ୟ ଗ୍ରାମବାସୀ ଛାଡ଼ି ନଥିଲେ, ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୁଅ ଭୟଭୀତ ହୋଇ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଘଟଣାସ୍ଥଳରେ ପଦିଆଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ନକ୍ସଲି ଭାଷାରେ ପ୍ରଜାକୋର୍ଟ କୁହାଯାଉଥିବା ଏହି ସଭାରେ ୭୦ରୁ ୮୦ ଲୋକ ଥିଲେ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story