ଭାଉଜର ତଣ୍ଟି କାଟିଦେଲା ଦିଅର

କୋଣାର୍କ(ଓଡ଼ିଶା ରିପୋର୍ଟର): କୋଣାର୍କର ସନ୍ତିଆମଠ ଗାଁରେ ଜଣେ ବ୍ୟକ୍ତି ତାଙ୍କ ଭାଉଜର କାଟି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ହରପ୍ରିୟା ସାହୁ। ପୋଲିସ୍‌ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଛି। ଗତକାଲି ପ୍ରମୋଦ ରୋଷେଇ ଘରେ ପଶି ପନିକିରେ ଭାଉଜ ହରପ୍ରିୟାଙ୍କ ବେକ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ହରପ୍ରିୟାଙ୍କୁ ପ୍ରଥମେ କୋଣାର୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ […]

amod sahoo

amod sahoo

Rakesh Mallick
  • Published: Friday, 06 April 2018
  • Updated: 06 April 2018, 02:10 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): କୋଣାର୍କର ସନ୍ତିଆମଠ ଗାଁରେ ଜଣେ ବ୍ୟକ୍ତି ତାଙ୍କ ଭାଉଜର କାଟି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ହରପ୍ରିୟା ସାହୁ। ପୋଲିସ୍‌ ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଛି।

ଗତକାଲି ପ୍ରମୋଦ ରୋଷେଇ ଘରେ ପଶି ପନିକିରେ ଭାଉଜ ହରପ୍ରିୟାଙ୍କ ବେକ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ହରପ୍ରିୟାଙ୍କୁ ପ୍ରଥମେ କୋଣାର୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ  ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos