ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅତଳାଗଡ଼ାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରୀତମ ରାଉତରାୟ। ସେ ଲକ୍ଷ୍ମୀସାଗର ଶବରସାହିରେ କିଛି ଦିନ ହେବ ରହୁଥିଲେ ବୋଲି ସୂଚନା ମିଳିଛି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ହତ୍ୟାକାରୀଙ୍କ ଫଟୋ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରୁନି। ସିସିଟିଭିରେ ଅଭିଯୁକ୍ତ ହାତରେ ମାରଣାସ୍ତ୍ର ଧରିଥିବା ଦେଖାଯାଉଛି। କେଉଁ କାରଣ ପାଇଁ ପ୍ରୀତମଙ୍କୁ ହତ୍ୟା କରାଯାଇଛି, ସେ […]

deadbody000

deadbody000

Tapaswini Nayak
  • Published: Saturday, 08 June 2019
  • Updated: 08 June 2019, 01:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଅତଳାଗଡ଼ାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରୀତମ ରାଉତରାୟ। ସେ ଲକ୍ଷ୍ମୀସାଗର ଶବରସାହିରେ କିଛି ଦିନ ହେବ ରହୁଥିଲେ ବୋଲି ସୂଚନା ମିଳିଛି।

ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ହତ୍ୟାକାରୀଙ୍କ ଫଟୋ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରୁନି। ସିସିଟିଭିରେ ଅଭିଯୁକ୍ତ ହାତରେ ମାରଣାସ୍ତ୍ର ଧରିଥିବା ଦେଖାଯାଉଛି। କେଉଁ କାରଣ ପାଇଁ ପ୍ରୀତମଙ୍କୁ ହତ୍ୟା କରାଯାଇଛି, ସେ ନେଇ ପ୍ରାଥମିକ ତଦନ୍ତରୁ ପୁଲିସ୍‌ କିଛି ସୁରାକ୍ ପାଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story