ଆଜବେଷ୍ଟସ୍‌ ପାଇଁ ଯାଇ ୧୦ଦିନ ହେଲା ନିଖୋଜ ଥିଲେ, ଶେଷରେ ମିଳିଲା...

କରଞ୍ଜିଆ( ଓଡ଼ିଶା ରିପୋର୍ଟର): ଆଜବେଷ୍ଟସ୍‌ କିଣିବା ପାଇଁ ସାଙ୍ଗ ସହ ବଜାରକୁ ଯାଇ ଆଉ ଫେରିନଥିଲେ। ୧୦ ଦିନ ପରେ ନାଳବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଧନେଶ୍ୱର ଗୁଆ। ଗତ ୪ ତାରିଖ ଦିନ ଧନେଶ୍ୱର ଆଜବେଷ୍ଟସ୍‌ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ଘରୁ ୩୦ହଜାର ଟଙ୍କା ଧରି ଭଞ୍ଜକିଆ ବଜାରକୁ ଆସିଥିଲେ। ତା’ପରଠୁ […]

DeadBody

DeadBody

Tapaswini Nayak
  • Published: Friday, 15 April 2022
  • Updated: 15 April 2022, 01:17 PM IST

Sports

Latest News

କରଞ୍ଜିଆ( ଓଡ଼ିଶା ରିପୋର୍ଟର): ଆଜବେଷ୍ଟସ୍‌ କିଣିବା ପାଇଁ ସାଙ୍ଗ ସହ ବଜାରକୁ ଯାଇ ଆଉ ଫେରିନଥିଲେ। ୧୦ ଦିନ ପରେ ନାଳବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଧନେଶ୍ୱର ଗୁଆ।

ଗତ ୪ ତାରିଖ ଦିନ ଧନେଶ୍ୱର ଆଜବେଷ୍ଟସ୍‌ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ଘରୁ ୩୦ହଜାର ଟଙ୍କା ଧରି ଭଞ୍ଜକିଆ ବଜାରକୁ ଆସିଥିଲେ। ତା’ପରଠୁ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ଧନେଶ୍ୱରଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରେ ପରିବାର  ଲୋକେ ନିଖୋଜ ରିପୋର୍ଟ ଯଶୀପୁର ଥାନାରେ ଦେଇଥିଲେ।

ଗତକାଲି କିଛି ମାଛ ଧରାଳି ନିୟୁତି ଗ୍ରାମପଞ୍ଚାୟତର ଝାଡ଼ବେଡ଼ା ଘାଗରାନାଳ ବନ୍ଧରେ ମାଛ ଧରୁଥିଲେ। ଏହି ସମୟରେ ପାଣି ଭିତରେ ମୃତଦେହଟି ପଥରରେ ଜାକି ହୋଇ ରହିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ  ଘଟଣାସ୍ଥଳରେ ପହଞ୍ଚି  ଧନେଶ୍ୱରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଏହି ମୃତଦେହଟି ଧନେଶ୍ୱରଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ।

ପରେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଧନେଶ୍ୱରଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ। ଧନେଶ୍ୱରଙ୍କର ୪ଟି ଛୁଆ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story