କକାକୁ କୂଅକୁ ଠେଲି ହତ୍ୟା କଲା ପୁତୁରା

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ଜଣେ ବ୍ୟକ୍ତି ନିଜ କକାଙ୍କୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଜଗତାନନ୍ଦ ବେହେରା। ପୁତୁରା ବାଙ୍କ ବେହେରାକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳେ ଜଗତାନନ୍ଦ କୂଅରୁ ପାଣି କାଢ଼ି ଗଛରେ ଦେଉଥିଲେ। ଏହି ସମୟରେ ପୁତୁରା ତାଙ୍କ ପାଖରେ ପହଞ୍ଚି କୂଅରୁ ପାଣି କାଢ଼ି ତାକୁ ଦେବାକୁ କହିଥିଲା। […]

picture

picture

Tapaswini Nayak
  • Published: Tuesday, 21 January 2020
  • Updated: 21 January 2020, 03:03 PM IST

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ଜଣେ ବ୍ୟକ୍ତି ନିଜ କକାଙ୍କୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଜଗତାନନ୍ଦ ବେହେରା। ପୁତୁରା ବାଙ୍କ ବେହେରାକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳେ ଜଗତାନନ୍ଦ କୂଅରୁ ପାଣି କାଢ଼ି ଗଛରେ ଦେଉଥିଲେ। ଏହି ସମୟରେ ପୁତୁରା ତାଙ୍କ ପାଖରେ ପହଞ୍ଚି କୂଅରୁ ପାଣି କାଢ଼ି ତାକୁ ଦେବାକୁ କହିଥିଲା। ଜଗତାନନ୍ଦ କୂଅକୁ ପାଣି କାଢ଼ିବାକୁ ନଇଁ ବେଳେ ତାଙ୍କ ପୁତୁରା ତାଙ୍କୁ କୂଅ ଭିତରକୁ ପଛରୁ ଠେଲି ଦେଇଥିଲା ।ତା’ ପରେ ସେଠାରୁ ଛୁ ମାରିଥିଲା। ଘଟଣାସ୍ଥଳରେ ଜଗତାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ବଙ୍ଗୋମୁଣ୍ଡା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି  କୂଅରୁ ଜଗତାନନ୍ଦଙ୍କ ମୃତଦେହ ଉଦ୍ଧାର କରିଥିଲେ।

ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବାଙ୍କ ନିଜ କକାକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story